Browsing Category
ବ୍ୟବସାୟ
latest updates on business, finance and economy from across the world. Get daily updates for BSE Sensex, Share price, Stock markets, BSE, NSE, Nifty, business news on various sectors and much more
ଏଲପିଜି ସିଲିଣ୍ଡର ପିଛା ୩୦୦ ଟଙ୍କା ସବ୍ସିଡି
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶର ୯୭ କୋଟି ଜନତାଙ୍କ ଉପରେ କୃପାଦୃଷ୍ଟି ପକାଇଛନ୍ତି । ବିଗତ ୧୦…
ଅଲୋଡ଼ା ଶ୍ରୀକାନ୍ତଙ୍କୁ ଲୋଡ଼ିଲା କଂଗ୍ରେସ
ଭୁବନେଶ୍ୱର: ରାଜନୀତିକୁ ବ୍ୟବସାୟ ଦୃଷ୍ଟିରେ ଦେଖୁଥିବା କିଛି ନେତାଙ୍କ ଭିତରୁ ଜଣେ ହେଉଛନ୍ତି ଶ୍ରୀକାନ୍ତ ଜେନା । ଓଡ଼ିଶା ରାଜନୀତିକୁ…
ବିକଶିତ ଭାରତ ମାନଚିତ୍ରରେ କମିଛି ବେରୋଜଗାରୀ!
ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀଙ୍କ ସଂଖ୍ୟା କମିଛି ବୋଲି ଏକ ମାହୋଲ ତିଆରି କରାଯାଇଛି । ଆର୍ଥିକ ବିକାଶ ସଂପର୍କୀତ ରିପୋର୍ଟ ବଳରେ…
ଆଜିଠାରୁ ବ୍ୟବସାୟିକ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଶୁକ୍ରବାର (୧ ମାର୍ଚ୍ଚ ୨୦୨୪) ଠାରୁ ସଂଶୋଧିତ ଦର ଲାଗୁ…
ଗାଲୁଆମି କରୁଥିଲେ ବାବା, ପାଇଲେ ସୁପ୍ରିମକୋର୍ଟ ନୋଟିସ୍
ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଏବେ ଦେଶର ଅଗ୍ରଣୀ କମ୍ପାନୀ ତାଲିକା ଭିତରୁ ଗୋଟିଏ । କମ୍ପାନୀ ପ୍ରସ୍ତୁତ…
‘କେହି ନିଜର ଶରୀରକୁ ଜଳାଇବାକୁ ଚାହେଁ?’
ମୁଜାଫରନଗର: ୟୁପିର ଜଣେ ଚାଷୀ ତାଙ୍କ ଛାତିତଳର ବ୍ୟଥାକୁ ଏପରି ପରିପ୍ରକାଶ କରିଛନ୍ତି । ‘ଆଙ୍ଗୁଠିରେ ଟିକିଏ ନିଅାଁଧାସ ବାଜିଗଲେ ମଣିଷ…
ଗଂଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଗଜପତି
ଗଜପତି: ଗଜପତି ଜିଲ୍ଲାର ସବୁଜ ବନାନୀ ଏବେ ଚୋରା ଗଂଜେଇ ବେପାରୀଙ୍କ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ପାଲଟିଛି । ଘଂଚ ଜଙ୍ଗଲ ଭିତରେ ଶତାଧିକ ଏକର…
ପ୍ରଗତି ପଥେ ଓଡ଼ିଶା’ ସମାରୋହରେ ମିଛୁଆଙ୍କ ବାରବାଟୀ ଚାଷ
ଭୁବନେଶ୍ୱର: ଏକ ଘରୋଇ ଚାନେଲ ପକ୍ଷରୁ ଭୁବନେଶ୍ୱର ସ୍ଥିତ ତାରକା ହୋଟେଲ ମେ’ ଫେୟାରରେ ଚାଲିଥିବା ‘ପ୍ରଗତି ପଥେ ଓଡ଼ିଶା’ କାର୍ଯ୍ୟକ୍ରମରେ…
ଗେହ୍ଲାପୁଅଙ୍କୁ ଘାରିଛି ଆୟକର ଛାଟ
ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡକୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ଚିନ୍ତାରେ ପଡ଼ି ଯାଇଛି ନିବେଶକ ମହଲ । ନିର୍ବାଚନ ବଣ୍ଡରେ…
ମିଶନ ଶକ୍ତିର ପ୍ରତି ମହିଳା ପୋଷାକ ବାବଦକୁ ପାଇବେ ୧ ହଜାର
ଭୁବନେଶ୍ୱର: ମିଶନ ଶକ୍ତି ସହ ଜଡ଼ିତ ୭୦ ଲକ୍ଷ ମହିଳାଙ୍କୁ ପୋଷାକ ବାବଦକୁ ୧ ହଜାର ଟଙ୍କା ଦେବାକୁ ନିଷ୍ପତି ନିଆଯାଇଛି । ତା’ ସହିତ…