ଇତିହାସ ରଚିଲେ ରାହୁଲ
ମୁମ୍ବାଇ : ଲକ୍ଷେ୍ନø ସୁପର ଜିଆଣ୍ଟସର ଅଧିନାୟକ ଲୋକେଶ ରାହୁଲ ନିଜର ୧୦୦ତମ ଆଇପିଏଲ ମ୍ୟାଚରେ ସେଞ୍ଚୁରୀ ମାରିଛନ୍ତି । ସୂଚନାଯୋଗ୍ୟ ଯେ,…
ଅଜାନ ସମୟରେ ବାଜିବନି ହନୁମାନ ଚାଳିସା
ଅଜାନ-ହନୁମାନ ଚାଳିସା ବିବାଦ ମଧ୍ୟରେ ନାସିକ ନାସିକ ପ୍ରଶାସନ ବଡ ନିଷ୍ପତ୍ତି ନେଇଛି । ଏଣିକି ଆଜାନ ସମୟରେ ଲାଉଡସ୍ପିକରରେ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶହବାଜଙ୍କ ଚିଠି
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠିର ଉତ୍ତର ପଠାଇଛନ୍ତି । ନିଜ ପତ୍ରରେ…
କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଘେରିଲେ ୧୩ ବିରୋଧୀ ଦଳ ନେତା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ୧୩ ବିରୋଧୀ ଦଳର ନେତା…
ଜୁନରୁ ଆରମ୍ଭ ହେବ ଅମରନାଥ ଯାତ୍ରା
ନୂଆଦିଲ୍ଲୀ : ଅମରନାଥ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଅମରନାଥ ଯାତ୍ରା ପାଇଁ ଆସନ୍ତା ଏପ୍ରିଲ ୧୧ ତାରିଖରୁ…
ଅଭିନେତ୍ରୀ ମୋହିନା ମାଆ ହେଲେ
ମୁମ୍ବାଇ : ଟିଭି ସିରିଏଲ ଅଭିନେତ୍ରୀ ମୋହିନା କୁମାରୀ ସିଂ ତାଙ୍କ ଫ୍ୟାନମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ମୋହିନା ଏକ…
ଦିଲ୍ଲୀ ହିଂସା ଘଟଣାରେ ୬ ସନ୍ଦିଗ୍ଧ ଚିହ୍ନଟ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଜହାଙ୍ଗୀରପୁରୀ ଅଞ୍ଚଳରେ କୁଶଳ ସିନେମା ନିକଟରେ ହିଂସା ଦେଖାଯାଇଛି । ଏକ ଶୋଭାଯାତ୍ରା ଉପରେ…
ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଚଳିତମାସ ୨୧ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସିବେ । ଏହି ଯାତ୍ରା ସମୟରେ ଉଭୟ…
୨୪ ଘଣ୍ଟାରେ ଆଉ ୨ ହଜାର ୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ। କିଛି ଦିନ ହେବ ଦୈନିକ ସଂକ୍ରମଣ ୧ ହଜାର ଅତିକ୍ରମ କରୁଥିବା ବେଳେ ଏବେ ୨ ହଜାର…
ପଞ୍ଜାବର ମୁଖ୍ୟମନ୍ତ୍ରୀ ହେଲେ ପ୍ରଧାନମନ୍ତ୍ରୀ ଶହବାଜଙ୍କ ପୁଅ
ଲାହୋର : ପାକିସ୍ତାନ ପଞ୍ଜାବକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫ ଶହବାଜଙ୍କ ପୁଅ ପଞ୍ଜାବ ରାଜ୍ୟର ନୂଆ…