ହସ୍ପିଟାଲରେ ରଣଦୀପ
ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତାଙ୍କ ଆଣ୍ଠୁରେ ଏକ ଅସ୍ତ୍ରୋପଚାର ହୋଇଛି । ରଣଦୀପ ତାଙ୍କ…
ଭାରତକୁ ଷ୍ଟ୍ରାଟେଜିକ ପାର୍ଟନର କହିଲେ ରୁଷ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଓଲିପୋଭ ଭାରତକୁ…
କଟକଣା ସତ୍ତେ୍ୱ ଭାରତକୁ ମିଳିବ ଏସ-୪୦୦
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ରୁଷର ୟୁକ୍ରେନ ଉପରେ ଆକ୍ରମଣ ଲାଗି ପାଶ୍ଚାତ୍ୟ ଦେଶ ଅନେକ…
ରୋମାନିଆରୁ ୨୦୦ ଭାରତୀୟ ନାଗରିକ ଗ୍ଲୋବମାଷ୍ଟର ବିମାନରେ ଆସିଲେ
ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାର ପ୍ରଥମ ସି-୧୭ ଗ୍ଲୋବମାଷ୍ଟର ବିମାନ ରୋମାନିଆରୁ ଫେରିଆସିଛି । ଏଥିରେ ପାଖାପାଖି ୨୦୦ ଭାରତୀୟ ନାଗରିକ…
ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘୋମାଘୋଟ ଲଢେଇ ୮ମ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭାରତୀୟଙ୍କ ସୁରକ୍ଷା ଲାଗି ଯୁଦ୍ଧ ଅଟକାଇଲା ରୁଷ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଥିବା ୮ମ ଦିନରେ ପହଞ୍ôଚଛି । ୟୁକ୍ରେନର ଖାରକିଭ ସହରରେ ଫସି ରହିଥିବା…
ରୁଷ-ବେଲରୁଷ ଆଥଲେଟଙ୍କ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ପାରାଅଲମ୍ପିକ ସମିତି(ଆଇପିସି) ଏକ ବଡ ନିଷ୍ପତ୍ତି ନେଇଛି ।…
ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ ଋଷ
ନୂଆଦିଲ୍ଲୀ : ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏହାର ତଦନ୍ତ ରୁଷ କରିବ । ଏଭଳି…
ଭାରତୀୟ ଆଣିବା ପାଇଁ ୟୁକ୍ରେନକୁ 80 ଟି ବିମାନ ଉଡ଼ିବ |
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଜୋରଦାର…
ଶେଷରେ ରୁଷ ମାନିଲା: ଯୁଦ୍ଧରେ ୪୯୮ ସୈନିକଙ୍କ ମୃତ୍ୟୁ ହୋଇଛି
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ରୁଷୀୟ ସେନା ୟୁକ୍ରେନକୁ ଚାରିଆଡୁ ଘେରି ରହିଛନ୍ତି ।…