ଆଜିଠୁ ରାଜ୍ୟରେ ଶୁଖିଲା ପାଗ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ତେଣୁ!-->…
ଆଜି ମଧ୍ୟ ବିଧାନସଭା ୪ଟା ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ୱର: ମମିତା ହତ୍ୟାକାଣ୍ଡକୁ ନେଇ ଓଡ଼ିଶା ବିଧାନସଭା ଶୀତ ଅଧିବେଶନରେ ଅଚଳାବସ୍ଥା ଲାଗି ରହିଛି। ଆଜି ମଧ୍ୟ କଂଗ୍ରେସ ବିଧାୟକମାନେ!-->…
ରାଜ୍ୟରେ ଦିନକରେ ୧୫୧ ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୧୫୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଜଣଙ୍କର ମୃତ୍ୟୁ ଘଟିଛି ।!-->…
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,ତା.୦୬/୧୨:ଆଜି ଓଡିଶାବିଜେପିରରାଜ୍ୟକାର୍ଯ୍ୟାଳୟଠାରେଭାରତୀୟ ସମ୍ବିଧାନ ପ୍ରଣେତାଭାରତ ରତ୍ନ ଡକ୍ଟରବାବାସାହେବ ଭୀମରାଓ!-->…
ଭିଜିଲାନ୍ସ ଜାଲରେ ଫରେଷ୍ଟର
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଫରେଷ୍ଟର । ଗଜପତି ଜିଲ୍ଲାର ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆୟବହିର୍ଭୁତ!-->…
ମାହାଙ୍ଗା ଡବଲ୍ ମର୍ଡର କେସ୍ରେ କୋର୍ଟ କହିବା ପରେ ବି ଗଳା ବାଟ ଦେଖୁଛନ୍ତି ଆଇନମନ୍ତ୍ରୀ ।
ଭୁବନେଶ୍ୱର,ତା.୦୬/୧୨:ପ୍ରଧାନମନ୍ତ୍ରୀଆବାସ ଯୋଜନା କେଳେଙ୍କାରୀରେ ସମ୍ପୃକ୍ତ ଥିବା ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଂଟ!-->…
ପିସିସି ପକ୍ଷରୁ ଡ. ବି.ଆର ଆମ୍ବେଦକରଙ୍କ ଶ୍ରାଦ୍ଧଦିବସ ପାଳିତ
ଭୁବନେଶ୍ୱର ତା ୬.୧୨: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି.ଆର ଆମ୍ବେଦକରଙ୍କର ଶ୍ରାଦ୍ଧଦିବସ!-->…
ତେଲରୁ ୬୭୫ ଓ ମଦରୁ ୧୬୮ କୋଟି ଟଙ୍କା ଓଡିଶାର ରାଜସ୍ୱ ସଂଗ୍ରହ
ନୂଆଦିଲ୍ଲୀ: ଦେଶରେ ନଭେମ୍ବରରେ ପେଟ୍ରୋଲ୍-ଡିଜେଲ୍ ଉପରେ ଲଗାଯାଇଥିବା ଟିକସରୁ ଓଡିଶା ସରକାର ୬୭୫.୯୩ କୋଟି ଟଙ୍କାଓ ମଦରୁ ରାଜ୍ୟ!-->…
ଓମିକ୍ରନ ଭୟ: ଲକ୍ଷଣ ଥିଲେ ବିମାନ ଯାତ୍ରା ମନା
ଭୁବନେଶ୍ୱର : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଦେଶର ବିଭିନ୍ନ!-->…
ଜୁନିଅର ବିଶ୍ୱକପ୍ ହକି ହାତେଇଲା ଆର୍ଜେଣ୍ଟିନା
ଭୁବନେଶ୍ୱର: ବିଶ୍ୱକପ୍ ହକି ହାତେଇଲା ଆର୍ଜେଣ୍ଟିନା । ଦ୍ୱିତୀୟ ଥର ପାଇଁ ଜୁନିଅର ହକି ବିଶ୍ୱକପ୍ ଟାଇଟଲ ଜିତିଲା ଆର୍ଜେଣ୍ଟିନା ।!-->…