ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ଚୋରୀ ଅଳଙ୍କାର ଆସିକାରୁ ଜବତ, ୨୧ ଲକ୍ଷର ସୁନା-ରୂପା ଉଦ୍ଧାର ।ଜବତ ମଧ୍ୟରେ ଅଛି ରୂପା 7 କିଲୋ ଓ ସୁନା 60 ଗ୍ରାମ ରହିଛି । ଗିରଫ ଯୁବକ ଜଣକ ହେଲା ଏନ. ନରେଶ ପ୍ରଧାନ । ଏକ ଦୋକାନରୁ ଚୋରି କରିଥିଲେ । ସୂଚନା ଦେଲେ ଅ।ସିକା ଏସଡିପିଓ । ୨୧ ଲକ୍ଷର ସୁନା-ରୂପା ଉଦ୍ଧାର କରିଛନ୍ତି ଗଞ୍ଜାମ ଜିଲ୍ଲା ଅ।ସିକା ଏସଡିପିଓ । ଗଞ୍ଜାମ ରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।