ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ By Shaksi News On Apr 3, 2023 0 ପୁଲବାଣୀ : ଦିନ ଦ୍ୱିପ୍ରହରରେ ଲୁଟ୍ପାଟ୍ । ବ୍ୟାଙ୍କ ସମ୍ମୁଖରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଟଙ୍କା ନେଇ ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଦିନ ଦ୍ୱିପ୍ରହରାରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୁଲବାଣୀ ଜିଲା ହିଲ ଭିଉ ହୋଟେଲ ନିକଟରେ ଏହି ଅଘଟଣ ଘଟିଛି । ଆହୁରି ପଢ଼ନ୍ତୁ... ‘ଗୋନ୍ଧଳ’ ଫିଲ୍ମ କୁ… Sep 19, 2026 ଓଜନ କମାଇବାରେ ସହାଯ୍ୟ କରିବ… Sep 19, 2026 ମୟୂରଭଞ୍ଜ ଛଉନୃତ୍ୟର ୧୦ ଦିନିଆ… Sep 19, 2026 ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ… Sep 19, 2026 ସୋମାବର ଦିନ ଲଙ୍ଗ ଲାଇଫ୍ ଟ୍ରେଟର୍ସର ମାଲିକଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ହିଲ ଭିଉ ହୋଟେଲ ନିକଟରେ ଥିବା ଆକ୍ସିସ୍ ବ୍ୟାଙ୍କକୁ ଟଙ୍କା ଡିପୋଜଟ୍ କରିବାକୁ ଯାଉଥିଲେ । ଏହି ସମୟରେ ମୁଖା ପିନ୍ଧା ଲୁଟେରା ଏକ ପଲସର ଗାଡି ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏପର୍ଯ୍ୟନ୍ତ ପୋଲିସ ସେ ଲୁଟେରାମାନଙ୍କୁ ଧରିବାରେ ବିଫଳ ହୋଇଛି । Continue Reading #shaksinewscrime newsOdisha 0 Share