ଭୂମିଙ୍କ ବୋଲ୍ଡ ଅବତାର ଦେଖି ପ୍ରଶଂସକ ପାଗଳ

ବଲିଉଡ ଅଭିନେତ୍ରୀ ଭୁମି ପେଡନେକର ହିନ୍ଦୀ ….

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୁମି ପେଡନେକର ହିନ୍ଦୀ ଇଣ୍ଡଷ୍ଟ୍ରିର ଚମତ୍କାର ଅଭିନୟ ପାଇଁ ବେଶ ଜଣାଶୁଣା । ଅନେକ ସମୟରେ ଅଭିନେତ୍ରୀ ଭୁମିଙ୍କ ଷ୍ଟାଇଲିସ ଏବଂ ତାଙ୍କ ବୋଲ୍ଡ ସବୁବେଳେ ଭାଇରାଲ ହୋଇଥାଏ । ବର୍ତ୍ତମାନ ଅଭିନେତ୍ରୀଙ୍କର ଏକ ଷ୍ଟାଇଲିସ ଫଟୋ ଇଣ୍ଟରନେଟରେ ହଙ୍ଗାମା କରୁଛି । ଭୁମି ଇନଷ୍ଟାଗ୍ରାମ ତାଙ୍କର ଏହି ସିଜଲିଂ ଏବଂ ବୋଲ୍ଡ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଉଛି । ଅଭିନେତ୍ରୀଙ୍କ ଏହି ଲୁକ ବିଷୟରେ କହିବାକୁ ଗଲେ ଭୁମି ଧଳା ରଙ୍ଗର ପୋଷାକ ସହ ନ୍ୟୁଡ ମେକଅପ୍‌ରେ ବହୁତ ଚମତ୍କାର ଦେଖାଯାଉଛନ୍ତି । ଯାହା ସୋସିଆଲ୍‌ ମିଡିଆରେ ଖୁବ ଭାଇରାଲ ହେଉଛି । ଅଭିନେତ୍ରୀ ଭୁମିଙ୍କ ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ସହ ରାକ୍ଷା ବନ୍ଧନ ଫିଲ୍ମରେ ନଜର ଆସିବେ ।