ରେଡ କାର୍ପେଟରେ ଦୀପିକାଙ୍କୁ କିସ୍‌

ଦୀପିକା ପାଦୁକନ ରେଡ କାର୍ପେଟରେ ପାପାରାଜି ପାଇଁ ପୋଜ ଦେଉଥିବା ବେଳେ…

କାନାଡା: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ରେଡ କାର୍ପେଟରେ ପାପାରାଜି ପାଇଁ ପୋଜ ଦେଉଥିବା ବେଳେ ହଠାତ ଜଣେ ବ୍ୟକ୍ତି ମଝିରୁ ଆସି ତାଙ୍କୁ କିସ କରିଥିଲେ । ସେହି ସମୟରେ ଦୀପିକା ତାଙ୍କ ଅଣ୍ଟାରୁ ବ୍ୟକ୍ତଙ୍କ ହାତ ହଟାଉଥିବାର ନଜର ଆସିଥିଲେ । ଏହା ଦେଖିଲେ ଲାଗୁଛି କି ବୋଧ ହୁଏ ଦୀପିକା ଅସହଜ ମନେ କରୁଛନ୍ତି ।