ବର୍ଷା ଦିନରେ ଖାଆନ୍ତୁ ଏହି ଫଳ, ବଢ଼ିବ ରୋଗ ପ୍ରତିରୋଧକ କ୍ଷମତା By Shaksi News Last updated Jul 27, 2021 ଭୁବନେଶ୍ୱର,(ଏସ୍ ନ୍ୟୁଜ): ବର୍ଷା ଦିନ ନିଜ ସହିତ ଅନେକ ରୋଗକୁ ସାଙ୍ଗରେ ନେଇ ଆସିଥାଏ। ବର୍ଷାରେ ଅନେକ ପ୍ରକାର ରୋଗ ସଂକ୍ରମଣ ହୋଇଥାଏ। ଏଥିସହିତ ମୌସୁମୀ ଜ୍ୱର, ଥଣ୍ଡା ଓ କାଶ ହୋଇଥାଏ। ସେହିପରି ବର୍ଷା ଦିନରେ ଡେଙ୍ଗୁ, ହଇଜା ଓ ଟାଇଫଏଡ ଭଳି ଗମ୍ଭୀର ରୋଗ ମଧ୍ୟ ହୋଇଥାଏ। ତେବେ ମୌସୁମୀ ପରିବର୍ତ୍ତନ ଯୋଗୁଁ ଆମ ଶରୀରରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ। ଏଥି ଯୋଗୁଁ ଆମକୁ ଏହି ମୌସୁମୀରେ ଅଧିକ ରୋଗ ହୋଇଥାଏ। କିନ୍ତୁ ଯଦି ଖାଦ୍ୟପେୟରେ ଧ୍ୟାନ ଦିଆଯାଏ ତେବେ ଆପଣ ରୋଗରେ ପଡ଼ିବାରୁ ରକ୍ଷା ପାଇପାରିବେ। ଆହୁରି ପଢ଼ନ୍ତୁ... ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ… Oct 17, 2026 ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ… Oct 16, 2026 ରାଜ୍ୟର ଶିକ୍ଷା ବ୍ୟବସ୍ଥାର… Oct 15, 2026 ପି.ଏମ୍. ଶ୍ରୀ ସରକାରୀ ବାଳିକା… Oct 15, 2026 ଏହି ମୌସୁମୀରେ ଆପଣଙ୍କୁ ବେଶି ଫଳ ଓ ପନିପରିବା ଖାଇବା ଆବଶ୍ୟକ। ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ ଓ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବେ। ତେବେ ଏହି ମୌସୁମୀରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଦୈନିକ ଗୋଟିଏ ଫଳ, ଲିଚୁ, ପ୍ଲମ୍, ଡାଳିମ୍ବ, ବିଟ୍, କଲରା, ଲେମ୍ବୁ ଖାଇବା ଆବଶ୍ୟକ। Continue Reading Share