ରାଶିଫଳ ରବିବାର : ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ

ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ…

ମେଷ ରାଶି ରବିବାର ମଇ ୨୨, ୨୦୨୨: ଆପଣ ମାନଙ୍କ ଭିତରୁ କିଛି ଲୋକଙ୍କୁ ଆଜି ମହତ୍ଵପୁର୍ଣ ନିଷ୍ପତି ନେବାକୁ ବାଧ୍ୟ ହେବାକୁ ପଡି ପାରେ,ଯାହା କାରଣରୁ ଆପଣ ଚାପଗ୍ରସ୍ତ ଓ ଚିନ୍ତିତ ହୋଇ ପାରନ୍ତି | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ| ନିଜ ଲୋକଙ୍କ ସହିତ ଆଜି ଟିକେ ବିବାଦ ସୃଷ୍ଟି ହେବାରୁ ଆଜି ଟିକେ ଚିନ୍ତାରେ ପଡ଼ି ପାରନ୍ତି | ଆପଣଙ୍କ ଜୀବନ-ସାଥୀର ଅଟେ ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା | ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳି ପାରେ | ସ୍ୱାସ୍ଥ୍ୟକୁ ଅଦେଖା କଲେ ଚିନ୍ତା ବଢ଼ି ପାରେ, ଟାହ୍ୟାପିନ ଡାକ୍ତରଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭକାରୀ ରହିବ |

ବୃଷ : ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ | ପ୍ରେମର ଋତୁ ଆସିଛି | କିନ୍ତୁ ଆପଣ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ, ନଚେତ ସମ୍ବନ୍ଧରେ କଟୁତା ଆସି ପାରେ | ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନ-ସାଥୀ ନିରାଶ ଅନୁଭବ କରିବେ ଓ ତାହା ବିଷୟରେ ସନ୍ଧ୍ୟା ବେଳେ କଥା ହୋଇ ପାରନ୍ତି | ସ୍ଵୟଂସେବା କାର୍ଯ୍ୟ କିମ୍ବା କାହାର ସାହାଯ୍ୟ କରିବା ଆପଣଙ୍କ ମାନସିକ ଶାନ୍ତି ପାଇଁ ଏକ ଉତ୍ତମ ଟନିକ ପରି କାର୍ଯ୍ୟ କରେ |

ମିଥୁନ : ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ଆପଣଙ୍କୁ ନିଜ ଘର ପରିବେଶରେ କିଛି ସକରାତ୍ମକ ପରିବର୍ତନ କରିବା ଆବଶ୍ୟକ | ସାବଧାନ ରୁହନ୍ତୁ, କାରଣ କେହି ଆପଣଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରି ପାରେ | ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ | ବୈବାହିକ ଜୀବନ ଦୃଷ୍ଟିରୁ ଏହା ଟିକେ ଖରାପ ସମୟ ଚାଲିଛି | ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କୌଣସି ଭଲ ରୋଷେଇ କରିପାରନ୍ତି ଯାହାଦ୍ୱାରା ଆପଣଙ୍କ ପୁରା ଦିନର କ୍ଲାନ୍ତି ଦୂର ହୋଇପାରେ |

କର୍କଟ : ଆଜି ଊର୍ଜା ସହିତ ଭରା ରହିବା ପରେ ଭି -କାମ ଚାପ ଯୋଗୁଁ ବିରକ୍ତ ରହିବେ | ଭବିଷ୍ୟତରେ ଆର୍ଥିକ ଉନ୍ନତି ପାଇଁ ଆଜିଠାରୁ ସଞ୍ଚୟ କରନ୍ତୁ | ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ | ନିଜ କଥାକୁ ଠିକ ପ୍ରମାଣିତ କରିବା ପାଇଁ ଆପଣ ଆପଣଙ୍କ ସହଭାଗୀଙ୍କ ସହିତ ଯୁକ୍ତି ତର୍କ ଅଥବା ଝଗଡ଼ା କରିପାରନ୍ତି, କିନ୍ତୁ ଆପଣଙ୍କ ସହଭାଗୀଙ୍କ ବୁଝାମଣା ସହିତ ଆପଣଙ୍କୁ ଶାନ୍ତ କରିଦେବେ | ଯେଉଁମାନେ କାର୍ଯ୍ୟ ବ୍ୟସ୍ତ ଥିଲେ ଆଜି ସେମାନଙ୍କୁ ନିଜ ପାଇଁ କିଛି ସମୟ ମିଳିବ କିନ୍ତୁ ଘର କାମରେ ଆପଣ ପୁଣିଥରେ ବ୍ୟସ୍ତ ହୋଇଯିବେ | ଆଜି ଆପଣଙ୍କୁ ଆପଣଙ୍କର ଜୀବନ-ସାଥୀଙ୍କ ଗୋଟେ ଉତ୍ତମ ଗୁଣ ଦେଖା ଯିବ | ସାଙ୍ଗ ମାନଙ୍କ ସହିତ ମଧ୍ୟ ସୀମା ଭିତରେ ରହି ମଜା କରନ୍ତୁ ନହେଲେ ଆପଣଙ୍କ ବନ୍ଧୁତ୍ୱ ଉପରେ କୁପ୍ରଭାବ ପଡ଼ିପାରେ |

ସିଂହ : ଆପଣଙ୍କ ଦରର ଚିକିଷ୍ୟା ହେବାର ସମୟ ଆସି ଯାଇଛି | ଆପଣଙ୍କୁ ବୁଝିବା ଦରକାର କି ନା କେବେ ଏହା ଶାରୀରିକ ଉର୍ଜାକୁ ଶୋଷି ନିଏ, ତା ସହିତ ଜୀବନ କୁ ବି କମ କରି ଦିଏ | ବିବାହିତା ଦମ୍ପତି ମାନଙ୍କୁ ଆଜି ସେମାନଙ୍କ ପିଲାମାନଙ୍କ ପଢ଼ା ପାଇଁ ଆଛା ଖାସା ଧାନ ଖର୍ଚ୍ଚ କରିବାକୁ ପଡ଼ିପାରେ | ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ | ଟିକେ ସଂଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ରସମୟ ଭାବରେ ଆପଣଙ୍କୁ ତେଲ ମାରି ପାରନ୍ତି କି – ମୁଁ ତୁମ ବିନା ଏଇ ଦୁନିଆରେ ବଞ୍ଚି ପାରିବିନି | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ | ଯେତେବେଳେ ଆପଣଙ୍କ ପାଖରେ ବେଶୀ ଖାଲି ସମୟ ଥିବା, ସେତେବେଳେ ନକରାତ୍ମକ ବିଚାର ଆପଣଙ୍କୁ ବେଶୀ ହଇରାଣ କରନ୍ତି | ସେଥିପାଇଁ ସକରାତ୍ମକ ପୁସ୍ତକ ପଢ଼ନ୍ତୁ, କୌଣସି ମନୋରଞ୍ଜକ ଚଳଚିତ୍ର ଦେଖନ୍ତୁ କିମ୍ବା ସାଙ୍ଗ ମାନଙ୍କ ସହିତ ସମୟ ବିତାନ୍ତୁ |

କନ୍ୟା : ଆପଣଙ୍କ ଇର୍ସା କରିବା ସ୍ଵଭାଵ ଆପଣଙ୍କୁ ଦୁଖୀ କରି ପାରେ | ଏହା କଷ୍ଟ ଆପଣ ନିଜକୁ ଦଉଛନ୍ତି, ସେଥିପାଇଁ ଯେତେ ଶୀଘ୍ର ହୋଇ ପାରେ ଏହାକୁ ଛାଡ଼ନ୍ତୁ | ଅନ୍ୟ ମାନଙ୍କର ସୁଖ-ଦୁଃଖ ବାଣ୍ଟିବାର ଅଭ୍ୟାସ ଆରମ୍ଭ କରଣତୂ | ଯେଉଁ ମାନେ ନିଜର ନିକଟ ବନ୍ଧୁ ବା ସମ୍ପର୍କୀୟଙ୍କ ସହିତ ମିଶି ବାଣିଜ୍ୟ କରୁଛନ୍ତି ସେମାନଙ୍କୁ ଆଜି ବହୁତ ବୁଝିସୁଝି କାମ କରିବାକୁ ପଡିବ ନଚେତ ଅର୍ଥହାନି ହୋଇପାରେ | ଯାହା ଉପରେ ଆପଣ ବିଶ୍ୱାସ କରନ୍ତି,ହୋଇ ପାରେ କି ସିଏ ଆପଣଙ୍କୁ ପୁର୍ଣ ସତ୍ୟ କହୁ ନାହାନ୍ତି | ଆପଣଙ୍କ ଅନ୍ୟ ମାନଙ୍କୁ ରାଜି କରେଇବାର କ୍ଷମତା ଆସୁଥିବା ଅସୁବିଧାକୁ ସମାଧାନ କରିବାରେ କାରିଗର ପ୍ରମାଣିତ ହେବ | ରସମୟ ଦେଖା ସାକ୍ଷାତ ବିସ୍ମୟକର ରହିବ,କିନ୍ତୁ ବେଶୀ ସମୟ ଯାଏଁ ରହିବ ନାହିଁ | ଆଜି ଆପଣ ନିଜ ପାଇଁ ସମୟ କାଢ଼ିବାକୁ ବହୁତ ଚେଷ୍ଟା କରିବେ କିନ୍ତୁ ସେଥିରେ ଅସଫଳ ହେବେ ନିଜେ ମାନସିକ ଚାପରେ ଥିବା କାରଣରୁ ଆପଣ ବିନା କାରଣ ନିଜ ଜୀବନ-ସାଥୀ ଉପରେ ବିରକ୍ତ ହୋଇ ପାରନ୍ତି | ଏହା ଦିନ ସାଙ୍ଗ-ବନ୍ଧୁବାନ୍ଧବ ମାନଙ୍କ ସହିତ କିଣା-କିଣିରେ ଯିବା ପାଇଁ ଅଛି | କଲି ନିଜର ଖର୍ଚ ଉପରେ ଧ୍ୟାନ ରଖନ୍ତୁ |

ତୁଳା : ଆଜି ଖୋଲାବାୟୁରେ କ୍ରିୟା ଯୋଗୁଁ ଥକା ଓ କ୍ଳାନ୍ତିକର ଅନୁଭବ କରିବେ | ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ପାରିବାରିକ ଦାଇତ୍ୱର ଭାର ବଢ଼ିବ | ଯାହା ଆପଣଙ୍କୁ ମାନସିକ ଚାପି ଦେଇ ପାରେ | ପ୍ରେମ ଜୀବନରେ ଆଶାର ନୂତନ କିରଣ ଆସିବାର ସମ୍ଭାବନା ଅଛି | ନିଜର ସାହସର ଲାଭ ଉଠାନ୍ତୁ ଓ ନୂଆ ନୂଆ ବନ୍ଧୁ ଓ ବନ୍ଧୁତ୍ୱ କରିବାକୁ ଚେଷ୍ଟା କରନ୍ତୁ | ଆଜି ଆପଣ ନିଜର ଜୀବନ-ସାଥୀଙ୍କ ପ୍ରେମର ଗଭୀରତା ଅନୁଭବ କରିବେ | କାହାକୁ କିଛି ନକହି ଆଜି ଘରେ କିଛି ଛୋଟ-ମୋଟ ପାର୍ଟି କରିପାରନ୍ତି |

ବିଛା : ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଧନର ଆଗମନ ଆଜି ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ କରିପାରିବ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ଆଜି ଦିନ ଆପଣଙ୍କ ପାଇଁ କୌତୁହଳଜନକ ରହିବ,କାରଣ ଆପଣଙ୍କ ପ୍ରିୟ ଆପଣଙ୍କୁ ଉପହାର ଦେଇ ପାରନ୍ତି | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | ଆପଣଙ୍କ ଜୀବନ-ସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ | କୌଣସି ବୃକ୍ଷ ତଳେ ବସି ଆଜି ଆପଣ ଜୀବନର ଆନନ୍ଦ ନେଇପାରନ୍ତି |

ଧନୁ : ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ | ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି , ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ | ସାଙ୍ଗ ଓ ଘର ଲୋକ ଆପଣଙ୍କୁ ବହୁତ ପ୍ରେମ ଓ ସହଯୋଗ ଦେବେ | ଆପଣଙ୍କୁ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ | ଆଜି ଆପଣଙ୍କ ଦୁଃଖ ବରଫ ପରି ତରଳି ଯିବ | କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ | ଯଦି ସମୟ ଅଛି ତାହେଲେ ସେମାନଙ୍କୁ ଦେଖାକରି ତାଙ୍କର ଉପଦେଶ ନିଅନ୍ତୁ | ବାହାର ଲୋକଙ୍କ ହସ୍ତକ୍ଷେପ ଆପଣଙ୍କ ବୈବାହିକ ଜୀବନରେ ବିବାଦ ସୃଷ୍ଟି କରି ପାରେ | ଧୀରେ ହେଉ ପଛେ ଆପଣଙ୍କ ଜୀବନ ଏବେ ଠିକ ରାସ୍ତାକୁ ଆସିଛି | ଏହା ଆଜି ଆପଣ ଅନୁଭବ କରିପାରିବେ |

ମକର : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ଘରୋଇ ବିଷୟ ଉପରେ ଅତି ଶୀଘ୍ର ଧ୍ୟାନ ଦେବା ଉଚିତ | ଆପଣଙ୍କ ଦ୍ୱାରା କରା ଯାଇଥିବା ବେଖାତିର ଭାବ ଦାମୀ ପ୍ରମାଣିତ ହେବ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ | ଏହି ରାଶିର ଛାତ୍ରମାନେ ପଢ଼ାରେ ଆଜି ମନଯୋଗ ଦେବେନି | ସାଙ୍ଗ ମାନଙ୍କ ଗହଣରେ ସମୟ ନଷ୍ଟ କରିପାରନ୍ତି | ବୈବାହିକ ଜୀବନ ଦୃଷ୍ଟିରୁ ସ୍ୱାଦିଷ୍ଟ ଖାଦ୍ୟ ଓ ଭଲ ନିଦର ପୁରା ମଜ଼ା ଆପଣ ନେଇ ପାରିବେ | ନିଜର ସୃଜନଶୀଲତାକୁ ନୂତନ ଅଭ୍ୟାସ କରିବା ପାଇଁ ଆଜି ଉତ୍ତମ ଦିନ ଅଛି | କିଛି ଏମିତି ବିଚାର ଆସି ପାରେ ଯାହା ପ୍ରକୃତରେ ଉତ୍ତମ ଓ ସୃଜନାତ୍ମକ ଥିବ |

କୁମ୍ଭ : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଅର୍ଥ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ | ଆପଣଙ୍କର ଲକ୍ଷକୁ ପାରିବାରିକ ଚିନ୍ତା ପଥଭ୍ରଷ୍ଠ ନ କରୁ | ଖରାପ ସମୟ ବହୁତ କିଛି ଶିଖାଏ | ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ | ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କୁ ଆପଣଙ୍କର ଛୋଟ ବେଳ କଥା ମାନେ ପକାଇବେ କି ଆପଣ କେତେ ଦୁଷ୍ଟ ଥିଲେ | ଆଜି ପରିବାର ଲୋକ କିମ୍ବା ସାଙ୍ଗ ମାନଙ୍କ ସହିତ ସମୟ କାଟିବେ | ହୋଇ ପାରେ କି ଆପଣ ବିରକ୍ତ କିମ୍ବା ନିଜକୁ ଫସିଥିବା ପରି ଅନୁଭବ କରିବେ, କାରଣ ଅନ୍ୟ ମାନେ କିଣା-କିଣିରେ ପୁରା ବ୍ୟସ୍ତ ଥିବେ |

ମୀନ : ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଆଜି ଆପଣଙ୍କର ଯାତ୍ରା ଓ ଟଙ୍କା ଖର୍ଚ୍ଚ କରିବାକୁ ଭାରି ମନ କରି ପାରେ -କିନ୍ତୁ ତାହା ଯୋଗୁଁ ଶେଷରେ ଆପଣ ଖେଦ ଅନୁଭବ କରି ପାରନ୍ତି | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ, ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି | ଇଜର ବ୍ୟକ୍ତିଗତ ଭାବନା ଓ ଗୁପ୍ତ କଥା ନିଜର ପ୍ରିୟକୁ ପ୍ରକାଶିତ କରିବା ଉଚିତ ସମୟ ନୁହେ | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର | ଯଦି ଆପଣ ହଜିଗଲା ପରି ଅନୁଭବ କରୁଛନ୍ତି ତାହେଲେ ସମୟ ନେଇ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ | ବୈବାହିକ ଜୀବନର କିଛିଟା ସାଇଡ ଇଫେକ୍ଟ ବି ଥାଏ, ଆଜି ଆପଣ ଏହାର ସମ୍ମୁଖୀନ ହେବେ | ଆଜି ମେଟ୍ରୋରେ ଭ୍ରମଣ କରୁଥିବା ସମୟରେ କେହି ବିପରୀତ ଲିଂଗି ବ୍ୟକ୍ତିଙ୍କର ପ୍ରତି ଆକର୍ଷିତ ହୋଇପାରନ୍ତି |