ରାଶିଫଳ ଗୁରୁବାର : ଲକ୍ଷ୍ୟପ୍ରାପ୍ତିରେ ସଫଳ ହେବେ

Horoscope Thursday-22-09-2022

ମେଷ : କୌଣସି ସାଧୁ ପୁରୁଷଙ୍କ ଆଶ୍ରିବାଦ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ | ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯେଉଁଥିରୁ ବାହାରିବା ପାଇଁ ପୀତା ଅଥବା ପୀତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବ ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି | ଆଜି ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ |

ବୃଷ : କିଛି ଏମିତି ଘଟଣା ଆପଣଙ୍କ ଚିନ୍ତାର କାରଣ ବନି ପାରେ, ଯାହାକୁ ଅଦେଖା କରିବା ସମ୍ଭବ ନୁହେ | କିନ୍ତୁ ଆପଣ ନିଜକୁ ଶାନ୍ତ ରଖନ୍ତୁ ଓ ସ୍ଥିତିଠୁ ନିଜାତ ପାଇବା ପାଇଁ ଅତିଶୀଘ୍ର ପ୍ରତିକ୍ରିୟା ଦିଅନ୍ତୁ ନାହିଁ | ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ | ଯଦି ଆପଣ ସମସ୍ତଙ୍କର ଦାବି ପୂରୁଣା କରିବାକୁ ଚେଷ୍ଟା କରିବେ,ତାହେଲେ କେବଳ ବିଫଳତା ଆପଣଙ୍କ ହାଥକୁ ଆସିବ | ଆପଣଙ୍କ ପ୍ରିୟଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ସ୍ଥାନ ଓ କାଳ ଦେଖି ପରିସ୍ଥିତି ଅନୁଯାଇ ବ୍ୟବହାର କରନ୍ତୁ ଆବଶ୍ୟକ ନପଡ଼ିଲେ ଚୁପ ରୁହନ୍ତୁ କାରଣ ଅନବାଶ୍ୟକ କଥାବର୍ତ୍ତିପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି | ଆଜିର ଦିନ ଆପଣଙ୍କର | ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ |ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ | ବନ୍ଧୁ-ବାନ୍ଧବଙ୍କ ହସ୍ତକ୍ଷେପ ହେବା କାରଣରୁ ବୈବାହିକ ଜୀବନରେ ଅସୁବିଧା ଆସି ପାରେ |

ମିଥୁନ : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ | କିଛି ଲୋକ ଯେତିକି ପ୍ରକୃତରେ କରି ପାରିବେ, ତାଠୁ ବେଶୀ କଥା ଦିଅନ୍ତି | ଏମିତି ଲୋକଙ୍କୁ ଭୁଲି ଯିବା ଭଲ ଯେଉଁ ମାନେ କେବଳ କଥା କୁହନ୍ତି ଓ କିଛି ପରିଣାମ ଦିଅନ୍ତି ନାହିଁ | ଆପଣଙ୍କ ପ୍ରେମକୁ ଅସ୍ବୀକାର କରି ପାରନ୍ତି | ଆଜି ଆପଣ ଗୋଟେ ଟିମର ନେତୃତ୍ୱ କରିବା ପାଇଁ ମଜବୂତ ସ୍ଥିତିରେ ଅଛନ୍ତି ଓ ଲକ୍ଷକୁ ପାଇବା ପାଇଁ ମିଶିକି କାମ କରନ୍ତୁ | ଯାତ୍ରା କରିବାର ଯଦି କିଛି ଯୋଜନା ଅଛି ତାହେଲେ ଶେଷ ସମୟରେ କିଛିଟା ପରିବର୍ତ୍ତନ ହୋଇପାରେ | ବନ୍ଧୁ ବାନ୍ଧବଙ୍କ କାରଣରୁ ଜୀବନସାଥୀ ସହିତ ବାଡ଼-ବିବାଦ ହୋଇ ପାରେ , କିନ୍ତୁ ଶେଷରେ ସବୁ ଠିକ ହୋଇ ଯିବ |

କର୍କଟ : ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଆପଣଙ୍କ ସାଥୀକୁ ଭାବନାତ୍ମକ ଦୃଷ୍ଟିରେ ବ୍ଲାକମେଲ କରନ୍ତୁ ନାହିଁ | କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ | କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ, କିନ୍ତୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ ସମ୍ପର୍କ ବଣେଇବାରେ ଅତି ସାହାଯ୍ୟ କରିବ | ବୈବାହିକ ଜୀବନରେ ଜିନିଷ ହଠାରୁ ଖସିଲା ପରି ଲାଗୁଚି |

ସିଂହ : ଆପଣଙ୍କ ଜୀବନସାଥିଙ୍କର ବନ୍ଦନୀୟ ଆଚରଣ ଆପଣଙ୍କ ଦିନକୁ ଖୁସିରେ ଭାରି ଦେବ | ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ଗୁପ୍ତ ସମ୍ପର୍କ ଆପଣଙ୍କ ପ୍ରତିଷ୍ଠାକୁ ହାନି କରି ପାରେ | ଯଦି ଆପଣ ନିଜର ଲକ୍ଷକୁ ପାଇବା ପାଇଁ ଏକାଗ୍ରତ ହୋଇ ଧ୍ୟାନ କେନ୍ଦ୍ରିତ କରିବେ ତାହେଲେ ଆପଣଙ୍କ ଉପଲବ୍ଧି ଆପଣଙ୍କ ଆଶା ଠୁ ଅଧିକ ମିଳିବ | ଖରାପ ସଂଗରେ ରହନ୍ତୁ ନାହିଁ ନଚେତ, ନିଜର ପ୍ରତିଷ୍ଠା ହରାଇ ବସିବେ | ଆପଣଙ୍କ ଗତ ଜୀବନର କୌଣସି ଗୁପ୍ତ କଥା ଆପଣଙ୍କ ଜୀବନ-ସାଥୀଙ୍କୁ ନିରାଶ କରି ପାରେ |

କନ୍ୟା : ସମସ୍ତଙ୍କୁ ସାହାଯ୍ୟ କରିବାର ଇଚ୍ଛାନୁକୂଳତା ଯୋଗୁଁ ଆଜି ଆପଣ ବହୁତ ଥକା ଓ କ୍ଳାନ୍ତିକର ଅନୁଭବ କରିବେ | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ | ଆପଣଙ୍କୁ ନିଜର ବିଫଳତାରୁ କିଛି ଶିକ୍ଷା ଶିଖିବାକୁ ଦରକାର ଅଛି,କାରଣ ଆଜି ଆପଣଙ୍କ ମନର କଥା ପ୍ରକାଶିତ କଲେ କ୍ଷତି ବି ହୋଇ ପାରେ | ଆଜି ଦିନରେ ଭାଗ୍ୟ ଆପଣଙ୍କ ସହିତ ଅଛି ଓ ଆପଣଙ୍କୁ ଲାଭ ହେବ, କାରଣ ଆପଣ ଉଚିତ ସମୟରେ ଠିକ ଜାଗାରେ ଉପସ୍ଥିତ ଅଛନ୍ତି | ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ | ଅଖା-ପାଖ ଲୋକଙ୍କ କଥା ଶୁଣି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସହିତ ବିବାଦ କରି ପାରନ୍ତି |

ତୁଳା : ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | କୌଣସି ପୁରୁଣା ରୋଗ ଆଜି ଆପଣଙ୍କୁ କଷ୍ଟ ଦେଇପାରେ ଯେଉଁଥିପାଇଁ ଆପଣ ଡାକ୍ତରଖାନା ମଧ୍ୟ ଯାଇପାରନ୍ତି ଓ ଆପଣଙ୍କର ବହୁତ ଅର୍ଥ ଖର୍ଚ୍ଚ ହୋଇପାରେ | ହଠାତ ଆଜି ଆପଣଙ୍କୁ କିଛି ଗୋଟେ ଖୁସି ଖବର ମିଳି ପାରେ ଯାହା ଯୋଗୁଁ ଘର ଲୋକେ ଖୁସିରେ ଭରି ଉଠିବେ | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ | ଯେଉଁ ମାନେ କଳା ଓ ରଙ୍ଗମଞ୍ଚଠୁ ଜଡିତ ଅଛନ୍ତି,ସେଇ ମାନଙ୍କୁ ନିଜର କୌଶଳ ଦେଖେଇବାର ସୁଯୋଗ ମିଳିବ | ଅଭାବୀ ଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ | ଲମ୍ବା ସମୟ ପରେ ଆପଣ ନିଜର ଜୀବନସାଥୀ ସହିତ ନିକଟତର ଅନୁଭବ କରିବେ |

ବିଛା : ମଦ ଠୁ ଦୁରେଇ ରୁହନ୍ତୁ,କାରଣ ତାହା ଯୋଗୁଁ ଆପଣଙ୍କ ନିଦରେ ବାଧା ଆସିପାରେ ଓ ଆପଣ ଗଭୀର ନିଦରୁ ବଞ୍ଚିତ ରହି ଯିବେ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ଏମିତିଆ ସାଂଗ ମାନଂକ ପାଖକୁ ଯାନ୍ତୁ, ଯାହାକୁ ଆପଣଙ୍କର ଆବଶ୍ୟକତା ଅଛି | ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ | ଯଦି ଆପଣ ବିଶ୍ୱାସ ରଖନ୍ତି କି ସମୟହିଁ ଧନ ତାହେଲେ ଆପଣଙ୍କୁ ଆପଣଙ୍କର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା ଦରକାର | ସମୟ ବହୁତ ମୂଲ୍ୟବାନ | ତେଣୁ ତାର ସଦୁପଯୋଗ କରିବା ନିତାନ୍ତ ଆବଶ୍ୟକ | କିନ୍ତୁ ତା ମଧ୍ୟରେ ପରିବାର ଓ ନିଜ ପାଇଁ ସମୟ କାଢ଼ିବ ବି ଅତି ଜରୁରୀ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |

ଧନୁ : ଆପଣଙ୍କର ଅଭଦ୍ର ବ୍ୟବହାର ଆପଣଙ୍କ ଜୀବନସାଥିଙ୍କର ମୂଦ୍ ଖରାପ କରି ପାରେ | ଆପଣଙ୍କୁ ବୁଝିବା କଥା କି କାହାର ଅସମ୍ମାନ ଓ ଗଭୀରତାରେ ନ ନେବା ସମ୍ପର୍କରେ ଦୂରତା ଆଣି ପାରେ | ଆଜି ଆପଣ ଅନନଙ୍କ ଜୀବନସାଥୀମକା ସହିତ ଘରର କିଛି ଜରୁରୀ ସାମାନ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବବିଗିଡ଼ି ଯାଇପାରେ | ପଡୋଶୀଙ୍କ ସହିତ ଜଗଦା ହେବ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ | କିନ୍ତୁ ଆପଣଙ୍କ ନିଜର ନିଅନତରଣ ହଯନ୍ତୁ ନାହିଁ, ଏହା ଦ୍ୱାରା ନିଆଁ ଆହୁରି ବଢ଼ି ଚାଲିବ | ଯଦି ଆପଣ ସହଯୋଗ ନ କରନ୍ତି, ତାହେଲେ ଆପଣଙ୍କ ସହିତ କେହି ଝଗଡା କରି ପାରିବ ନାହିଁ | ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ କୌଣସି ବିଶେଷ ଯୋଜନା ବନାନ୍ତୁ ଓ ଯେତିକି ହେୟାଇ ପାରିବ, ସେତିକି ରସମୟ ବଣେଇବାକୁ ଚେଷ୍ଟା କରନ୍ତୁ | ଗୋଟେ ଏମିତିଆ ସମୟ ଯେବେ ଚାକିରୀ କିମ୍ବା ବ୍ୟବସାୟ ପାଇଁ ନୂତନ ପ୍ରସ୍ତାଵ ଆସିବା, ଆପଣଙ୍କ ଦିନକୁ ଖୁସିରେ ଭାରି ପାରେ | ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି | ଯଦିବା ଏକାକୀ ଖୁସି ଏତେ ସହଜ ନୁହେଁ ତଥାପି ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ |

ମକର : ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ | ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ| ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ | ପ୍ରେମର ଋତୁ ଆସିଛି | କିନ୍ତୁ ଆପଣ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ, ନଚେତ ସମ୍ବନ୍ଧରେ କଟୁତା ଆସି ପାରେ | ନିଜ ବରିଷ୍ଠ ଅଧିକାରୀ ମାନଙ୍କୁ ଘରକୁ ଆମନ୍ତ୍ରିତ କରିବା ପାଇଁ ,ଆଜି ଭଲ ଦିନ ନୁହେ | ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି | ଜୀବନ-ସାଥୀଙ୍କ ଆଡୁ ମାନସିକ-ଚାପ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ି ପାରେ |

କୁମ୍ଭ : ନିଜର ସକାରାତ୍ମକ ଚିନ୍ତା ଧାରା ଯୋଗୁଁ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରିବେ ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ |ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି | ପ୍ରେମ ସଦା ବେଳେ ଭାବପୂର୍ଣ୍ଣ ହୋଇ ଥାଏ ଓ ତାହା ଆଜି ଆପଣ ଅନୁଭବ କରିବେ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | ଏହି ରାଶିର ଛାତ୍ରମାନେ ପଢ଼ାରେ ଆଜି ମନଯୋଗ ଦେବେନି | ସାଙ୍ଗ ମାନଙ୍କ ଗହଣରେ ସମୟ ନଷ୍ଟ କରିପାରନ୍ତି | ଆଜି ଦିନ ଆପଣଙ୍କ ପାଇଁ ବେଶୀ ଭଲ ରହିବ ନାହିଁ କାରଣ କିଛି କଥାରେ ଆପଣଙ୍କ ଭିତରେ ଅସହମତି ମଧ୍ୟ ହୋଇ ପାରେ, ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇ ପାରେ |

ମୀନ : କିଛି କୌତୁହଳଜନଙ୍କ ପଢ଼ିକି ଟିକେ ମାନସିକ ବ୍ୟୟାମ କରନ୍ତୁ | ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ | କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ | ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କଟିବ ତାହା ସହ ଯାତ୍ରା କରିବାର ଯୋଜନା ବି କରି ପାରନ୍ତି | ପ୍ରେମ ମନଭାବନରେ ହଠାତ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରି ପାରେ | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ଆଜି ପୁରା ଦିନ ଆପଣ ଟିଭି ଓ ଫିଲ୍ମ ଦେଖି ଦିନ କାଟିବେ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତି-ତର୍କ ହୋଇ ପାରେ |