ରାଶିଫଳ ମଙ୍ଗଳବାର : ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ

Horoscope Tuesday-27-09-2022

ମେଷ : ଆପଣଙ୍କ ଆଶା ଗୋଟେ ଶୁଂଗନ୍ଧିତ ସୁନ୍ଦର ଫୁଲ ପରି ଫୁଟିବ | ଆଜି ଗୁଡ଼ାଏ ଅର୍ଥ ଯୋଜନା ଆପଣଙ୍କ ସାମନାରେ ଆସିବ, ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ନିଜ କଥାକୁ ଠିକ ପ୍ରମାଣିତ କରିବା ପାଇଁ ଆପଣ ଆପଣଙ୍କ ସହଭାଗୀଙ୍କ ସହିତ ଯୁକ୍ତି ତର୍କ ଅଥବା ଝଗଡ଼ା କରିପାରନ୍ତି, କିନ୍ତୁ ଆପଣଙ୍କ ସହଭାଗୀଙ୍କ ବୁଝାମଣା ସହିତ ଆପଣଙ୍କୁ ଶାନ୍ତ କରିଦେବେ | ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ | ନିଜ ଯୋଜନାର ପରୀକ୍ଷା ନେବା ପାଇଁ ଏଇଟା ଶୁଭ ସମୟ ଅଟେ | ଆପଣଙ୍କ ଜୀବନ ସାଥିଙ୍କର ଗୁଣ କାରଣରୁ ଆପଣ ପୁଣି ଠାରେ ତାଙ୍କର ପ୍ରେମରେ ପଡ଼ି ଯିବେ |

ବୃଷ : ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ | ଆଜି ଦିନସାରା ଆପଣ ଧନଲାଭ ପାଇଁ ଚେଷ୍ଟାକରୁଥିଲେ ମଧ୍ୟ ଧାନ ଲାଭ ସନ୍ଧ୍ୟାପରେ ହେବ | ନିଜ ପିଲା କିମ୍ବା ନିଜଠୁ କମ ବୟସ ଲୋକଂକ ସହିତ ଧର୍ଯ୍ୟ ଦାହିରିକି କାମ କରିବା ଆବଶ୍ୟକ | ଆଜି ଆପଣ ଆପଣଙ୍କ ପ୍ରେମୀଙ୍କୁ ଆପଣଙ୍କ ସମସ୍ୟା କହିବାପାଇଁ ଚେଷ୍ଟା କରିବା ବେଳେ ସେ ତାଙ୍କର ସମସ୍ୟା ବଖାଣିବେ ଯାହା ଆପଣଙ୍କୁ ବ୍ୟଥିତ କରିଦେବ | ଯାହା କାର୍ଯ୍ୟ ଆପଣ କରିଛନ୍ତି,ତାହାର ପ୍ରଶଂସା ଆଉ କାହାକୁ ନବାକୁ ଦିଅନ୍ତୁ ନାହିଁ | ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କର ଖାଲି ସମୟରେ ରଚନାତ୍ମକ କାମ କରିବାକୁ ଚେଷ୍ଟା କରିବେ କିନ୍ତୁ ତାଙ୍କର ସେ ଯୋଜନା ସଫଳ ହେବ ନାହିଁ | ଆଜି ସ୍ଥିତି ଆପଣଙ୍କ ଇଚ୍ଛା ଅନୁସାରରେ ହେବ ନାହିଁ, ତଥାପି ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସମୟ କଟାଇବେ |

ମିଥୁନ : ଗୁରୁଜନୋଚିତ ଲୋକଙ୍କୁ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଉଚିତ | ବିଗତ ଦିନରେ ଆପଣ ଯେଉଁ ଧାନ ବିନିଯୋଗ କରିଥିଲେ ଏବେ ତାହା ଆପଣଙ୍କୁ ଲାଭ ଦେବ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ସାବଧାନ ରୁହନ୍ତୁ, କେହି ଆପଣଙ୍କ ସହିତ ପ୍ରେମର ଛଳନା କରି ଆପଣଙ୍କ ମନକୁ ଆଘାତ ଦେଇ ପାରନ୍ତି | ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ | ବ୍ୟବସାୟ ପାଇଁ ହଠାତ କରା ଯାଇ ଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ଜୀବନ-ସାଥୀଙ୍କ କାରଣରୁ କିଛି କ୍ଷେତି ହୋଇ ପାରେ |

କର୍କଟ : ସ୍ୱାସ୍ଥ୍ୟ ଭଲ ରହିବ | ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ | ଆପଣଙ୍କ ଦୁଃଖ ଆପଣଙ୍କ ପାଇଁ ବଡ ହୋଇ ପାରେ,କିନ୍ତୁ ଆଖ-ପାଖ ଲୋକ ଆପଣଙ୍କ କଷ୍ଟକୁ ବୁଝିବେନି | ବଢେ ତାଙ୍କୁ ଲାଗୁଛିକି ତାଙ୍କୁ କିଛି ନେବା ଦେବା ନାହିଁ | ନିଜର ପ୍ରେମ ଜୀବନ ବିଷୟରେ ଏପଟେ-ସେପଟେ ବେଶୀ କଥା ହୁଅନ୍ତୁ ନାହିଁ | ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ | ବ୍ୟବସାୟ ପାଇଁ ହଠାତ କରା ଯାଇ ଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ସ୍ପଷ୍ଟ ରୂପେ କଥା-ବାର୍ତା ହେବ କାରଣରୁ ବିବାଦ ସୃଷ୍ଟି ହୋଇ ପାରେ,କିନ୍ତୁ ମିଳି-ମିଶିକି କଥା ହେଲେ କଥାର ସମାଧାନ ହୋଇ ପାରେ |

ସିଂହ : ନିଜର ଉତ୍ସାହ ରଖିବା ପାଇଁ ନିଜର କଳ୍ପନାରେ କୌଣସି ସୁନ୍ଦର ଓ ବିଚିତ୍ର ଛବି ଆଂକନ୍ତୁ | କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ | ସାଙ୍ଗ ମାନଙ୍କୁ ନିଜର ସେବା କରିବା ସ୍ୱଭାବର ଲାଭ ଉଠେଇବାକୁ ଦିଅନ୍ତୁ ନାହିଁ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ | ଆଜି ଆପଣ ଆପଣଙ୍କ ପରିବାର ସହିତ ଆପଣଙ୍କ ସମସ୍ୟା କଟହ ହୋଇପାରନ୍ତି | ଆପଣଙ୍କ କଥା ଶୁଣି ପରିବାର ଲୋକ ବ୍ୟସ୍ତ ହୋଇପାରନ୍ତି କିନ୍ତୁ ସମାଧାନ ବି ନିଶ୍ଚୟ ମିଳିବ | ଜୀବନସାଥୀ କାରଣରୁ ଆପଣଙ୍କୁ ଅନୁଭବ ହେବ କି ତାଙ୍କ ପାଇଁ ଦୁନିଆରେ ଆପଣ ହିଁ ସବୁଠୁ ମହତ୍ଵପୁର୍ଣ |

କନ୍ୟା : ଆଜି ଆପଣଙ୍କୁ ଭାବନାର ପରିବେଶ ମୁଠେଇ ଧରିବ, ତାହାଠୁ ବାହାରିବା ପାଇଁ ପୁରୁଣା କଥାକୁ ହୃଦୟରୁ କାଢ଼ି ଦିଅନ୍ତୁ | କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ | ଯଦି ଏକା ଅନୁଭବ କରୁଛନ୍ତି ତାହେଲେ ନିଜର ପରିବାର ଲୋକଙ୍କ ସାହଯ୍ୟ ନିୟନ୍ତୁ | ଏହା ଆପଣଂକୁ ମାନସିକ ଚାପରୁ ସୁରକ୍ଷିତ କରିବ| ଠିକ କାମ କରିବାରେ ସାହାଯ୍ୟ ମଧ୍ୟ କରିବ| ଆଜି ଆପଣଙ୍କ ପ୍ରେମୀ/ପ୍ରେମିକ କେବଳ ତାଙ୍କ କଥା କହିବେ | ଆପଣଙ୍କ କଥା ଶୁଣିବେ ନାହିଁ | ଏହା ଆପଣଙ୍କୁ ବ୍ୟଥିତ କରିପାରେ | ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ | ଦୂର ଯାତ୍ରା କରିବା ଯୋଗୁଁ ଆପଣଙ୍କୁ ଶାରୀରିକ କଷ୍ଟ ଲାଗି ପାରେ , କିନ୍ତୁ କାମ ପାଇଁ ଯାତ୍ରା ତା ଉପକାରୀ ହେବ | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଲିଙ୍ଗନ ଦେବାର ବି ଲାଭ ଅଛି ଓ ଏହା ଅନୁଭବ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀଙ୍କ ଠୁ ମିଳି ପାରେ |

ତୁଳା : ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ଯେଉଁମାନେ କୌଣସି ସମ୍ବନ୍ଧିୟଙ୍କ ଠାରୁ ଧାର ନେଇଥିଲେ, ସେମାନଙ୍କୁ ଆଜି ଯେକୌଣସି ପରିସ୍ଥିତିରେ ଧାର ସୁଝିବାକୁ ପଡ଼ିପାରେ | ଆପଣଙ୍କର ପରିବାର ପକ୍ଷରୁ ଆପଣ ଆଜି ଖୁସି ଅନୁଭବ କରିବେ ନାହିଁ | ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ଆପଣଙ୍କର ନୂଆ ଜିନିଷ ଜାଣିବାର ଅଭିରୁଚି ଅତି ଉଲ୍ଲେଖନୀୟ ଅଟେ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ଅପ୍ରତ୍ୟାନସୀତ ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ |

ବିଛା : ଆଜି ଆପଣଙ୍କ କାନ୍ଧ ଉପରେ ବହୁତ କାର୍ଯ୍ୟର ବୋଝ ରହିବ ଓ ତାହା ପାଇଁ ମନର ସ୍ପଷ୍ଟତା ଅତି ଆବଶ୍ୟକ ଅଟେ ଯାହା ଯୋଗୁଁ ଆପଣ ନିର୍ଣୟ ନେଇ ପାରିବେ | ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ | ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ| ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ | ପ୍ରେମ ସମ୍ବନ୍ଧୀୟ କଥାରେ ତର-ବର କରନ୍ତୁ ନାହିଁ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | କାମରୁ କିଛି ସମୟ କାଢି ଆଜି ଆପଣ ଆପଣଙ୍କ ଜୀବନସାଥୀ ସହିତ କଟାଇପାରିବେ | ଆପଣଙ୍କ ଜୀବନ-ସାଥୀଙ୍କର କଡ଼ା ବ୍ୟବହାର ଆପଣଙ୍କୁ ଦିନ ଯାକ ନିରାଶ କରି ପାରେ |

ଧନୁ : ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ, ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | କୌଣସି ଦୂରର ବଂଧୁ ଠୁ ହଠାତ ମିଳି ଥିବା ଖବର ଶୁଣି ଆପଣଙ୍କ ଦିନ ବିଶେଷ ହୋଇ ଯିବ | କୌଣସି ଛୋଟ-ମୋଟା କଥାକୁ ନେଇକି ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ ହୋଇ ପାରେ | ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ | ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି | ଆପଣଙ୍କୁ ଏହା ସମୟ ନଷ୍ଟ ହେଲାପରି ଲାଗିପାରେ | ଆପଣଙ୍କ ଜୀବନ-ସାଥୀଙ୍କ କାମ-କାର୍ଯ୍ୟକୁ ନେଇକି ବ୍ୟସ୍ତତା ଆପଣଙ୍କ ନିରାଶ ହେବାର କାରଣ ହୋଇ ପାରେ |

ମକର : ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ଯାହା ସହିତ ଆପଣ ରୁହନ୍ତି,ତାଙ୍କ ସହିତ ବାଡ଼-ବିବାଦ ହାବଠୁ ନିଜକୁ ରକ୍ଷା କରନ୍ତୁ | ଯଦି କୌଣସି ସମସ୍ୟା ଅଛି,ତାହେଲେ ଶାନ୍ତି ଭାବରେ ସମାଧାନ କରନ୍ତୁ | ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ | ଆପଣଙ୍କ ପ୍ରତିସ୍ପରଦ୍ଧି ସ୍ଵଭାଵ ଆପଣଙ୍କୁ ଅନ୍ୟ ମାନଙ୍କ ଠୁ ଆଗକୁ ରଖିବାରେ ସାହାଯ୍ୟ କରିବେ | ଆଜି ଆପଣଙ୍କର ନିକତତ୍ତ୍ୱର ହେବାପାଇଁ ଅନ୍ୟମାନେ ଚେଷ୍ଟା କରିପାରନ୍ତି | କିନ୍ତୁ ଆପଣ ଟିକେ ଶାନ୍ତ ହୋଇ ଏକାକୀ ରହିବାକୁ ବେଶୀ ପସନ୍ଦ କରିବେ | ଗୋଟେ ଉତ୍ତମ ଜୀବନସାଥୀ ସହିତ ଜୀବନ ସତରେ ଅଦ୍ଭୁତ ଲାଗେ ଓ ଆଜି ଆପଣ ଏହି କଥାକୁ ଅନୁଭବ ମଧ୍ୟ କରିବେ |

କୁମ୍ଭ : ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ | ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ | ଆଜି ଆପଣଙ୍କ ପ୍ରେମୀ ଆପଣଙ୍କ କଥାରେ ଆଘାତ ହୋଇ ପାରନ୍ତି | କଥା ବେଶୀ ବଢିବା ପୂର୍ବରୁ ନିଜର ଭୁଲ ଜାଣିନେଇ ପ୍ରତିକାର କରନ୍ତୁ | ଯଦି ଆପଣ ନିଅଯର ଜ୍ଞାନ ଓ ଅନୁଭବ ଅନ୍ୟ ମାନଙ୍କ ସହିତ ବାଣ୍ଟିବେ,ତାହେଲେ ନିଶ୍ଚୟ ହିଁ ଅପାଙ୍କ ପ୍ରତିଷ୍ଠା ମିଳିବ | ଯଦି ଆପଣ ପଢ଼ା ବା ଚାକିରୀ ପାଇଁ ବାହାରେ ରହୁଛନ୍ତି ତାହେଲେ ଖାଲି ସମୟରେ ପରିବାର ସହିତ କଥା ହୋଇପାରନ୍ତି | ଏହି ସମୟରେ ଆପଣ ଭାବୁକ ହୋଇପାରନ୍ତି | ଆଜି ଆପଣ ନିଜ ବୈବାହିକ ଜୀବନ ଠୁ ଜଡ଼ିତ ସବୁ ଖରାପ ସ୍ମୃତି ଭୁଲି ଯିବେ ଓ ନିଜର ବର୍ତ୍ତମାନ ଉପରେ ଧ୍ୟାନ ଦେବେ |

ମୀନ : ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | ନବଜାତ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଚିନ୍ତାରେ ପଡ଼ି ପାରନ୍ତି | ଏହି ଦିଗକୁ ସଂଗେ-ସଂଗେ ଧ୍ୟାନ ଦେବା ଆବଶ୍ୟକ |ଡାକ୍ତରଙ୍କ ଠୁ ଭଲ-ଭାବରେ ପରାମର୍ଶ ନିଅନ୍ତୁ, କାରଣ ଟିକେ ଖାମଖିଆଲ ଭାବ ରୋଗକୁ ଆହୁରି ଖରାପ କରି ପାରେ | ପ୍ରେମ କରିବାକୁ ଆଜି କିଛି ସୁଯୋଗ ମିଳିବ ନାହିଁ | ଅନ୍ୟ ଦିନ ଅପେକ୍ଷାରେ ଆପଣଙ୍କର ସହକର୍ମୀ ଆପଣଙ୍କୁ ଆହୁରି ବେଶୀ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିବେ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ଆଜି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇକି ଅସମ୍ବେଦନଶୀଳ ହୋଇ ପାରନ୍ତି |