ରାଶିଫଳ ମଙ୍ଗଳବାର : ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ

ଆଜି ଦିନଟା ଖୁସିରେ ଭରା ରହିବ….

ମେଷ : କୌଣସି ସାଧୁ ପୁରୁଷଙ୍କ ଦୈବିକ ବାଣୀ ଆପଣଙ୍କୁ ସନ୍ତୋଷ ଓ ସାନତନା ଦେବ | ଯେଉଁମାନେ ଅକାରଣରେ ପଇସା ଖର୍ଚ୍ଚ କରନ୍ତି ସେମାନେ ଆଜି ବୁଝିପାରିବେ ଜୀବନରେ ପଇସା କେତେ ଆବଶ୍ୟକ କାରଣ ଆଜି ଯତେବେଳେ ଅଚାନକ ଆପଣଙ୍କୁ ପଇସା ଆବଶ୍ୟକ ପଡ଼ିବ କିନ୍ତୁ ଆପଣଙ୍କ ପାଖରେ ପଇସା ନଥିବ | ନିଜର ଚିନ୍ତା ଧାରା ସାଙ୍ଗ-ସାଥି ଓ ବନ୍ଧୁ-ବାନ୍ଧବଙ୍କ ଉପରେ ବାଧ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ | କାରଣ ଏହା ଆପଣଙ୍କ ଲାଗି କିଛି ଲାଭଦାୟକ ହେବ ନାହିଁ , ଓଲଟା ସେମାନେ ଆପଣଙ୍କଠୁ ରୁଷି ପାରନ୍ତି | ଆପଣ ଆପଣଙ୍କ ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ | ହସ-ମଜାରେ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କୌଣସି ପୁରୁଣା କଥାକୁ ନେଇକି ବାଦ-ବିବାଦ ହୋଇ ପାରେ |

ବୃଷ : ଅଧିକ ଖାଇବାଠୁ ନିଜକୁ ବର୍ଜନ କରନ୍ତୁ ଓ ସ୍ୱାସ୍ଥ୍ୟ କ୍ଲବ ନିୟମିତ ଭାବେ ଯାଆନ୍ତୁ | ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ସନ୍ଧ୍ୟା ବେଳ ସମୟ ଅଥିଥି ମାନଙ୍କ ସହିତ କାଟିବ | ଯେଉଁ ମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ | ସନ୍ତୋଷଜନକ ପରିଣାମ ପାଇବା ପାଇଁ କାର୍ଯ୍ୟକୁ ସଠିକ ଯୋଜନା ସହିତ କାର୍ଯ୍ୟକାରୀ କରନ୍ତୁ, କାର୍ଯ୍ୟସ୍ଥଳର ଅସୁବିଧା ସମାଧାନ କରିବା କାରଣରୁ ଆପଣଙ୍କୁ ମନାନସିକ ଯନ୍ତ୍ରଣାର ସମୁଖୀନ ହେବାକୁ ପଡି ପାରେ | ଆପଣଙ୍କୁ ଏମିତି ଯାହଠୁ ମାହାତ୍ତ୍ୱପୁର୍ଣ ଡାକରା ଆସି ପାରେ, ଯୋଉଁ ଠୁ ଆପଣ କେବେ କଳ୍ପନା ବି କରି ନଥିବେ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କୁ ଆଜି ଗୋଟେ ବିଶେଷ ଖବର ମିଳିବ |

ମିଥୁନ : ଆଜି ଆପଣଙ୍କ କାନ୍ଧ ଉପରେ ବହୁତ କାର୍ଯ୍ୟର ବୋଝ ରହିବ ଓ ତାହା ପାଇଁ ମନର ସ୍ପଷ୍ଟତା ଅତି ଆବଶ୍ୟକ ଅଟେ ଯାହା ଯୋଗୁଁ ଆପଣ ନିର୍ଣୟ ନେଇ ପାରିବେ | ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ | ଏହି ସମୟରେ ଆରମ୍ଭ କରିଥିବା ବ୍ୟବସାୟିକ ସମ୍ପର୍କ ଆଗକୁ ଯାଇକି ବହୁତ ଲାଭ ଦେବ | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର | ଯଦି ଆପଣ ହଜିଗଲା ପରି ଅନୁଭବ କରୁଛନ୍ତି ତାହେଲେ ସମୟ ନେଇ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ | ଆପଣଙ୍କ ଜୀବନସାଥିଙ୍କର ବଡ଼ବଡ଼ ହେବା ପ୍ରକୃତିରୁ ଆପଣ ହଇରାଣ ହୋଇ ପ୍ରଣତି, କିନ୍ତୁ ସିଏ ଆପଣଙ୍କ ପାଇଁ କିଛି ଭଲ ବି କରିବାର ସୁଯୋଗରେ ଅଛନ୍ତି |

କର୍କଟ : ପିତା ଆପଣଙ୍କୁ ସମ୍ପତିରୁ କାଢି ପାରିବେ | କିନ୍ତୁ ନିରାଶ ହୁଅନ୍ତୁ ନାହିଁ | ଧ୍ୟାନ ରଖନ୍ତୁ କି ସମ୍ପନ୍ନ ହେବା ମନରେ କଳଙ୍କି ଲାଗି ଯାଏ ଓ ପରିଶ୍ରମ ତାହାକୁ ମୁନିଆ କରେ | ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ | କାର୍ଯ୍ୟ କଲା ବେଳେ ଆପଣଙ୍କ ରାଗ ଶିଖର ଚଢ଼ିବ -କିନ୍ତୁ କୌଣସି ନିଷ୍ପତି ନେବା ଆଗରୁ ଭଲ ଭାବରେ ଅନ୍ୟ ମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ | ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ | ଆପଣ ଵିଵାହାଠୁ ଜଡିତ ପରିହାସ ସୋସିଆଲ-ମିଡ଼ିଆରେ ପଢିକି ହସୁଥିବେ | କିନ୍ତୁ ଆଜି ଯେତେ ବେଳେ ଆପଣଙ୍କ ବୈବାହିକ ଜୀବନ ଠୁ ଜଡ଼ିତ କିଛି ପ୍ରେମ ଭରା କଥା ଆସିବା ଆପଣଙ ଭାବୁକ ନ ହୋଇ ରଖି ପରାଇବେନି |

ସିଂହ : ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଆପଣଙ୍କ ଚେଷ୍ଟା ଓ ପରିଶ୍ରମକୁ ଲୋକ ମାନେ ଗୁରୁତ୍ୱ ଦେବେ ଓ ତାହା ଯୋଗୁଁ ଆପଣଙ୍କୁ କିଛି ଆର୍ଥିକ ଲାଭ ମଧ୍ୟ ମିଳି ପାରେ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ଆଜିର ଦିନ ଆପଣଙ୍କ ପ୍ରେମ ସମ୍ପର୍କରେ ରଙ୍ଗ ଭରିଦେବ କିନ୍ତୁ ରାତିରେ କୋଣସି ପୁରୁଣା କଥାକୁନେଇ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ସହିତ ମନୋମାଳିନ୍ୟ ହୋଇପାରେ | ଆଜି କାର୍ଯ୍ୟ ସ୍ଥଳରେ କେହି ଆପଣଙ୍କ କାମ ନଷ୍ଟ କରିବାକୁ ଚେଷ୍ଟା କରିପାରେ – ତେଣୁ ନିଜ ଚାରି ଆଡେ ଆଖି ପକାନ୍ତୁ ଓ ଜଗନ୍ତୁ | ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ | ଆଜି ଆପଣଙ୍କୁ ଆପଣଙ୍କର ଜୀବନ-ସାଥୀଙ୍କ ଗୋଟେ ଉତ୍ତମ ଗୁଣ ଦେଖା ଯିବ |

କନ୍ୟା :ବେକାର ଚିନ୍ତା କରି ନିଜର ଉର୍ଜା ନଷ୍ଟ କରନ୍ତୁ ନାହିଁ,ବରଂ ତାହାକୁ ଠିକ ଦିଶାରେ ଲଗାନ୍ତୁ ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ନିଜର ସାଥୀଙ୍କ ସହିତ ବାହାରକୁ ଯିବା ସମୟରେ ଭଲ ଭାବରେ ବ୍ୟବହାର କରନ୍ତୁ | ମାନସିକ ସ୍ପଷ୍ଟତା ଆପଣଙ୍କୁ ବ୍ୟବସାୟରେ ପ୍ରତିଯୋଗୀ ମାନଙ୍କ ଠୁ ଆଗକୁ ବଢ଼ିବାକୁ ଦେବ | ଆପଣ ସବୁ ପୁରୁଣା ଅସୁବିଧା ସାରିବାରେ ସଫଳ ରହିବେ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଯଦି ଆପଣ ଆପଣଙ୍କ ଜୀବନସାଥିଙ୍କର ଛୋଟ-ଛୋଟ ଦାବିକୁ ଅଦେଖା କରିବେ, ତାହେଲେ ତାଙ୍କୁ ଖରାପ ଲାଗି ପାରେ |

ତୁଳା : ନିର୍ମାଣ ଓ ନବୀନକରଣ କାମ ଆଜି ଆରାମ ଦବ | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଆପଣଙ୍କ ସେବା କରିବା ଭାବ ଘରର ପରିବେଶ ଖୁସିରେ ଭାରି ଦେବ | କିଛି ଲୋକ ହିଁ ଏମିତି ଲୋକର ଆକର୍ଷଣ ଠୁ ରକ୍ଷା କରି ପାରନ୍ତି, ଯାହା ପାଖରେ ଅଟେ ସୁନ୍ଦର ହସ ଥାଏ | ଯେତେବେଳେ ଆପଣ ମାନଙ୍କ ସହିତ ଥିବେ, ତେବେ ଆପଣଙ୍କ ମହକ ଫୁଲ ପରି ଚାରି ଆଡ଼େ ବାସିବ | ଆଜି ଆପଣ ଜଣେ ଏମିତି ବ୍ୟକ୍ତିନ୍କୁ ଦେଖା କରିବେ ଯିଏ ଆପଣଙ୍କୁ ନିଜର ଜୀବନଠୁ ବି ଅଧିକ ଭଲ ପାଇବେ | ଯାହା ବି ଜ୍ଞାନ ଆପଣ ଅର୍ଜନ କରିଛନ୍ତି ସେ ସବୁ ସମାସ୍କନ୍ଧ ବ୍ୟକ୍ତିଙ୍କ ସାଙ୍ଗରେ କଥା ବାର୍ତା ହେବା ସମୟରେ ସାହାଯ୍ୟ କରିବ | ଆଜି ଯଦି ଆପଣଙ୍କ ବିଚାର ପଚରା ହୁଏ ତ ସଙ୍କୋଚ କରନ୍ତୁ ନାହିଁ , ସମସ୍ତେ ପ୍ରଶଂସା ହିଁ କରିବେ | କୁହ ଯାଏ କି ସ୍ତ୍ରୀ ଶୁକ୍ର ଓ ପୁରୁଷ ମଙ୍ଗଳ ଗୃହରେ ରୁହନ୍ତି, କିନ୍ତୁ ଆଜି ଦିନରେ ମଙ୍ଗଳ ଓ ଶୁକ୍ର ଦୁହେଁ ପରସ୍ପର ସହିତ ମିଶି ଯିବେ |

ବିଛା :ଶରୀର ବ୍ୟୟାମ ଓ ଓଜନ କାମ କରିବାର ଚେଷ୍ଟା ଆପଣଙ୍କୁ ରଙ୍ଗ-ରୂପରେ ବୃଦ୍ଧି ଆଣିବ ପାଇଁ ଲାଭକାରୀ ହେବ | ଆପଣଙ୍କୁ କମିଶନ ,ଲାଭାଂଶ ଓ ରୋୟାଲ୍ଟି ଦ୍ୱାରା ଲାଭ ମିଳି ପାରେ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ଆଜି ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ତାଳ ଦେଇ ଚାଲିବ | ଅଜ୍ଞାନ ହଁ ଏହା ପ୍ରେମ ହିଁ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ଆପଣଙ୍କ ଜୀବନସାଥୀ ଅନ୍ୟ ଦିନ ଅପେକ୍ଷା ଆପଣଙ୍କ ବେଶୀ ଧ୍ୟାନ ରଖିବେ |

ଧନୁ : ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି | ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ମନୋରଞ୍ଜନ ଓ ଆରାମ କରିବା ପାଇଁ ଆଜି ଦିନଟା ଭଲ ରହିବ, କିନ୍ତୁ ଯଦି ଆପଣ କାମ କରୁଛନ୍ତି ତାହେଲେ ସାବଧାନ ହାଇ ଉଦ୍ୟମ ବୈଠକରେ ବସିବେ | ଆଜି ଖାଲି ସମୟରେ ଆପଣ ଖଳିବାକୁ ପସନ୍ଦ କରିବେ | କିନ୍ତୁ ସାବଧାନ ରହିବେ କାରଣ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ଅଛି | ଆପଣଙ୍କ ଜୀବନସାଥୀ ଆଡୁ ମିଳିଥିବା ଗୋଟେ ଉପହାର ଆପଣଙ୍କ ମନକୁ ପ୍ରମୁଳିତ କରିବ |

ମକର : କାର୍ଯ୍ୟ ଚାପି ଯୋଗୁଁ ଆପଣ ଘରେ କ୍ଳାନ୍ତିକର ଅନୁଭବ କରିବେ | ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ | ଦେଖା ଗଲେ ଆଜି ଦିନଟା ଭଲ କାଟିବ | କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ଆପଣ ଅନୁଭବ କରିବେକି ବୈବାହିକ ଜୀବନ ସତରେ ଆପଣଙ୍କ ପାଇଁ ଖୁସି ନେଇକି ଆସିଛି |

କୁମ୍ଭ : ଖେଳ ଓ ଘର ବାହାରେ ହୋଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ଆପଣ ପରିବାର ଲୋକନକ ସହିତ ସମୟ କାଟିବାକୁ ଚେଷ୍ଟା କରନ୍ତୁ, ନଚେତ ଘର ପରିବେଶରେ ଆସନ୍ତି ହୋଇ ପାରେ | ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ | ଆଜି ଆପଣ ଅତିରିକ୍ତ ଦାଇତ୍ୱ ନିଜର କାନ୍ଧ ଉପରେ ନେଇ ପାରନ୍ତି, ଯାହା ଆପଣଙ୍କ ପାଇଁ ଅଧିକ ମଜୁରି ଓ ପ୍ରତିଷ୍ଠାରେ ବୃଦ୍ଧି ଆଣିବ | କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ | ଯଦି ସମୟ ଅଛି ତାହେଲେ ସେମାନଙ୍କୁ ଦେଖାକରି ତାଙ୍କର ଉପଦେଶ ନିଅନ୍ତୁ | ଯେତେବେଳେ ଆପଣଙ୍କ ଜୀବନ-ସାଥୀ ସବୁ ଭୁଲ ଭୁଲିକି ପ୍ରେମ ସହିତ ଆପଣଙ୍କ ପାଖକୁ ଆସିବେ, ତେବେ ଜୀବନ ଆହୁରି ସୁନ୍ଦର ଲାଗିବ |

ମୀନ : ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଘରକୁ ସଜେଇବା ଛଡ଼ା ନିଜ ପିଲା ମାନଙ୍କ ଆବଶ୍ୟକତା ଉପରେ ବି ଧ୍ୟାନ ଦିଅନ୍ତୁ | ପିଲାଙ୍କ ବିନା ଘର ଆତ୍ମା ବିନା ଶରୀର ପରି | ଛୁଆ ମାନେ ଘରେ ଖୁସି ଓ ଉତ୍ସାହ ଅନାନ୍ତି | ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ | କାର୍ଯ୍ୟକ୍ଷେତ୍ରରେ ବୁଝି-ସୁଝିକି ଉଠେଇ ଥିବା ଆପଣଙ୍କ ପାଦ ଫଲଦାଈ ରହିବ | ଏହା ଦ୍ୱାରା ଆପଣଙ୍କୁ ସମୟରେ ଯୋଜନା ପୁରୁଣ କରିବା ପାଇଁ ସାହାଯ୍ୟ ମିଳିବ | ତା ସହିତ ନୂତନ ଯୋଜନା ଆରମ୍ଭ କରିବା ପାଇଁ ଉଚିତ ସମୟ ଅଛି | ଆଜି ପୁରା ଦିନ ଆପଣ ଟିଭି ଓ ଫିଲ୍ମ ଦେଖି ଦିନ କାଟିବେ | ଜୀବନ-ସାଥୀ ଆଜି ଆପଣଙ୍କୁ ହୋଇ ପାରେ କି ରାଗରେ ଆପଣଙ୍କୁ ଜଣେଇବେ କି ଆପଣଙ୍କ ସହିତ ରହିବା ପାଇଁ ତାଙ୍କୁ କଣ-କଣ ଭୋଗିବାକୁ ପଡ଼ି ଥିଲା |