ତେନ୍ତୁଳି ମଞ୍ଜିରେ ଆପଣାନ୍ତୁ ଏହି ନିୟମ

ତେନ୍ତୁଳି ନାଁ ଶୁଣିଲେ ସମସ୍ତଙ୍କର ମୁହଁରେ ପାଣି ଆସିଯାଏ ଏବଂ ସମସ୍ତେ ଏହାର ଖଟ୍ଟା-ମିଠା ସ୍ୱାଦରେ ଭରପୂର ମଜ୍ଜା ନିଅନ୍ତି । ଏହା ବହୁ ପ୍ରକାରର ଚଟଣିପ୍ରସ୍ତୁତ କରିବା ସହ ଗୁପଚୁପ ରେ ମଧ୍ୟ ବହୁତ ସ୍ୱାଦ ଆଣିଥାଏ । କିନ୍ତୁ ଏଥିରେ ବହୁତ ଔଷଧିୟ ଗୁଣ ରହିଛି ।

କ୍ୟାଲସିୟମ ଏବଂ ମିନେରାଲ ଭରପୂର ମିଳିଥାଏ । ଯାହା ଆପଣଙ୍କ ହାଡ଼ କୁ ଶକ୍ତ କରିବାରେ ସାହାଯ୍ୟ କରିବା ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ବ୍ୟାକ୍ଟେରିଆ କରଣରୁ ବହୁତ ପ୍ରକାର ରୋଗ ହୋଇଥାଏ । ତେନ୍ତୁଳି ମଞ୍ଜିର ଟୋନିନ୍ ନାମକ ତତ୍ୱ ମିଳିଥାଏ ଯାହା ଆପଣ ମାନଙ୍କୁ ବ୍ୟାକ୍ଟେରିଆ ତିଆରି ନକରିବା ଏବଂ ଏହାକୁ ନବଢ଼ାଇବାକୁ ସାହାଯ୍ୟ କରିଥାଏ ।