ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ By Shaksi News On Mar 16, 2023 0 ଇଟାନଗର: ଅରୁଣାଞ୍ଚଳପ୍ରଦେଶରେ ଗୁରୁବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣା ମଣ୍ଡାଲା ପାହାଡ଼ ନିକଟରେ ଘଟିଛି। ପାଇଲଟ୍ ଘଟଣାସ୍ଥଳରୁ ନିଖୋଜ ଥିବା ବେଳେ ତାଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। Continue Reading #National-International#shaksinewsarmy helicopter 0 Share