ଅଫଗାନିସ୍ତାନରେ ଭୂକମ୍ପ ଝଟକା By Shaksi News On Sep 4, 2023 0 ନୂଆଦିଲ୍ଲୀ : ତୁର୍କୀ, ଇଣ୍ଡୋନେସିଆରେ ଏହି ଭୂକମ୍ପରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଆଜି ପୁଣି ସକାଳୁ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିବାର ଖବର ମିଳିଛି । ଏହି ଭୂକମ୍ପ ଝଟକା ଫେୟଜାବାଦ ଅଞ୍ଚଳରେ ହୋଇଥିଲା, ଯାହା ଫଳରେ କି ଲୋକମାନେ ଭୟଭୀତ ହୋଇଥିଲେ । Continue Reading #National-International#Shaksi NewsEarthquake 0 Share