ଅଫଗାନିସ୍ତାନରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ତୁର୍କୀ, ଇଣ୍ଡୋନେସିଆରେ ଏହି ଭୂକମ୍ପରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଆଜି ପୁଣି ସକାଳୁ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିବାର ଖବର ମିଳିଛି । ଏହି ଭୂକମ୍ପ ଝଟକା ଫେୟଜାବାଦ ଅଞ୍ଚଳରେ ହୋଇଥିଲା, ଯାହା ଫଳରେ କି ଲୋକମାନେ ଭୟଭୀତ ହୋଇଥିଲେ ।