ଯବାନଙ୍କୁ ଚିନ୍ତା ବଢାଉଛି ଭଡା ଗାଡି!

ଜାମ୍ମୁ-କଶ୍ମୀରର ଶୋପିଆରେ ବିସ୍ଫୋରଣ…

ଶ୍ରୀନଗର : ଜାମ୍ମୁ-କଶ୍ମୀରର ଶୋପିଆରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ସୁରକ୍ଷା ବାହିନୀର ୩ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହ ବିସ୍ଫୋରଣ ଏକ ଭଡା ଗାଡିରେ ହୋଇଛି । ତେବେ ଘଟଣାର ତଦନ୍ତ ଜାରିଥିବା ବେଳେ ଫରେନସିକ ଟିମ ପହଞ୍ଚିଲା ପରେ ଅଧିକ ତଥ୍ୟ ଜଣାପଡିବ । ରିପୋର୍ଟ ଅନୁସାରେ ଗାଡିର ବ୍ୟାଟେରି ବିସ୍ଫୋରଣ ହୋଇଥିଲା । କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଏହା ବ୍ୟାଟେରି ବିସ୍ଫୋରଣ ହୋଇଥିଲା ।