ଦୀପାବଳୀ ସୁଦ୍ଧା ଜିଓ ୫ଜି ସେବା ଲଞ୍ଚ କରିବ

ରିଲାୟନ୍ସ ଜିଓ ଦୀପାବଳୀ ସୁଦ୍ଧା ୫ଜି ସେବା ଲଞ୍ଚ କରିବ । ରିଲାୟନ୍ସ ଇଣ୍ଡଷ୍ଟ୍ରୀଜର…

ନୂଆଦିଲ୍ଲୀ: ରିଲାୟନ୍ସ ଜିଓ ଦୀପାବଳୀ ସୁଦ୍ଧା ୫ଜି ସେବା ଲଞ୍ଚ କରିବ । ରିଲାୟନ୍ସ ଇଣ୍ଡଷ୍ଟ୍ରୀଜର ୪୫ତମ ଏଜିଏମକୁ ସମ୍ବୋଧିତ କରି ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି । ପ୍ରଥମ ଚରଣରେ ମେଟ୍ରୋ ସହରରେ ୫ଜି ସେବା ଆରମ୍ଭ ହେବ । ପରେ ୨୦୨୩ ଶେଷ ସୁଦ୍ଧା ଦେଶର ପ୍ରତ୍ୟେକ କୋଣରେ ୫ଜି ସେବା ଉପଲବ୍ଧ ହେବ ବୋଲି ଅମ୍ବାନୀ କହିଛନ୍ତି । ମୁକେଶ ଆହୁରି କହିଛନ୍ତି ଯେ, ରିଲାୟନ୍ସ ଜିଓର ୫ଜି ସେବା ବାସ୍ତବରେ ୫ଜି ସାବ୍ୟସ୍ତ ହେବ