ବିଦେଶରେ ବଢୁଛି ମୋଦିଙ୍କ ପତିଆରା

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ପହଞ୍ଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ….

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ପହଞ୍ଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ୟୁଏଇର ରାଷ୍ଟ୍ରପତି ପ୍ରୋଟକଲକୁ ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ ସ୍ୱାଗତ କରିଥିଲେ । ପ୍ରଫେଟ ମହମ୍ମଦ ବିବାଦ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ମୁସଲିମ ଦେଶ ଗସ୍ତ କରିଛନ୍ତି । ଗତ ମେ ୧୩ରେ ଶେଖ ଖଲିଫାଙ୍କ ଦେହାନ୍ତ ହୋଇଥିଲା । ଶେଖ ଖଲିଫାଙ୍କ ନିଧନ ପରେ ଶେଖ ମହମ୍ମଦ ୟୁଏଇର ରାଷ୍ଟ୍ରପତି ହୋଇଛନ୍ତି ।