ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରେନେସାସ୍ ଇଲୋକ୍ଟ୍ରୋନିକ୍ସର ସିଇଓ ଶ୍ରୀ ତୋଶି ଶିବାତା

ପିଆଇବି, ଭୁବନେଶ୍ୱର : ରେନେସାସ୍ ଇଲେକ୍ଟ୍ରୋନିକ୍ସର ସିଇଓ ଶ୍ରୀ ତୋଶି ଶିବାତା ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ରେନେସାସ୍ ଇଲେକ୍ଟ୍ରୋନିକ୍ସର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ରେନେସାସ୍ ଇଲେକ୍ଟ୍ରୋନିକ୍ସର ସିଇଓ ଶ୍ରୀ ତୋଶି ଶିବାତାଙ୍କ ସହ ସଫଳ ବୈଠକ ହୋଇଛି । ଆମେ ସେମିକଣ୍ଡକ୍ଟର୍ସ ଦୁନିଆରେ ଟେକ୍‌, ଇନୋଭେସନ ଏବଂ ଭାରତର ପ୍ରଗତି ସହ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲୁ ।’