ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସାରା ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢି ଚାଲିଛି । ତେଣୁ ଆତଙ୍କବାଦ କାର୍ୟ୍ୟକଳାପ ବିରୋଧରେ ଏନଆଇଏର ବଡ କାର୍ୟ୍ୟାନୁଷ୍ଠାନ । ଜମ୍ମୁ କଶ୍ମୀରର ୬ଟି ଠିକଣାରେ ରେଡ୍ କରୁଛି ଏନଆଇଏ । ପାକିସ୍ତାନରେ ବସିଥିବା ଆତଙ୍କବାଦୀ କଶ୍ମୀରରେ ଏଜେଣ୍ଟ ରଖି ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରେ ସାମିଲ କରିବାକୁ ପ୍ରବର୍ତ୍ତାଉ ଅଭିଯୋଗ ରହିଛି । ଏମିତିକି ଆବଶ୍ୟକ ପାଣ୍ଠି ଯୋଗାଉଥିବା ଏନଆଇଏ ଜାଣିବାକୁ ପାଇଛି । ରେଡ୍ ବେଳେ ସିଆରପିଏଫ ଓ ଜମ୍ମୁ କଶ୍ମୀର ପୋଲିସ ଉପସ୍ଥିତ ରହିଛନ୍ତି ।