ଅପରେସନ୍ ଗଙ୍ଗା ଭାରତର ଅତୁଳନୀୟ ଉତ୍ସାହକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଗଙ୍ଗା ଉପରେ ଏକ ନୂତନ ଡକ୍ୟୁମେଣ୍ଟାରୀ ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଅତ୍ୟନ୍ତ ସୂଚନାଧର୍ମୀ ହେବ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଯେତେ ଆହ୍ବାନ ଥାଉ ନା କାହିଁକି ଆମ ଲୋକଙ୍କ ସହ ରହିବା ଆମର ଅପରେସନ୍ ଗଙ୍ଗା ସୂଚାଇଥାଏ। ଏହା ଭାରତର ଅଦମ୍ୟ ଉତ୍ସାହକୁ ମଧ୍ୟ ପ୍ରତିଫଳିତ କରିଥାଏ। ଏହି ଅପରେସନ୍ ସମ୍ବନ୍ଧୀୟ ଦିଗ ଉପରେ ଏହି ଡକ୍ୟୁମେଣ୍ଟାରୀ ବହୁତ ସୂଚନାଧର୍ମୀ ହେବ।”