କରାଚୀ ବନ୍ଦରକୁ ଧ୍ବଂସ କଲା ଭାରତୀୟ ନୌସେନା

କାରାଚୀ ବନ୍ଦର ଧ୍ବଂସ କଲା ଭାରତୀୟ ନୌସେନା ।ଭାରତୀୟ ନୌସେନା ର INS Vikrant ଦ୍ଵାରା ପାକିସ୍ଥାନର କରାଚୀ ବନ୍ଦରରେ ବଡ ଧରଣର ବିସ୍ଫୋରଣ ହୋଇଛି ।

ଭାରତ ପାକିସ୍ତାନର ୧୦୦ ଟି ମିସାଇଲକୁ ନଷ୍ଟ କରି ସାରିଲାଣି ଏବଂ ପାକିସ୍ଥାନର ୪ ଟି ବିମାନ ମଧ୍ୟ ଖସାଇ ଦିଆଯାଇଛି।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଦୁବାଇ ଖସିଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପାକିସ୍ତାନର ଅସୀମ ମୁନିର କହିଛନ୍ତି ଯେ ବିମାନ ବିଧ୍ବସ୍ତ ହୋଇଛି ।