ଓଡ଼ିଶାର ଚାନ୍ଦିପୁରରେ ହାଇ ଆଲର୍ଟ । ସୁରକ୍ଷା ଦୃଷ୍ଟିରୁ ପ୍ରତିରକ୍ଷା ପ୍ରତିଷ୍ଟାନ ଚାନ୍ଦିପୁରକୁ ହାଇ ଆଲର୍ଟ ଜାରି କଲା ପୁର୍ବାଞ୍ଚଳ ପୋଲିସ୍ ।ପୁର୍ବାଞ୍ଚଳ ଡିଆଇଜି ଆଇଟିଆର ନିର୍ଦ୍ଦେଶକ ଙ୍କୁ ଚିଠି ଲେଖିଲେ । ସୁରକ୍ଷା ବୈଠକ ଡାକିଛନ୍ତି ଚାନ୍ଦିପୁର ରେଞ୍ଜ୍ ଡିଆଇଜି । ଆଇଟିଆର ନିର୍ଦ୍ଦେଶକ, ପିଏକ୍ସଇ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପି ଯୋଗଦେବେ ।
Prev Post