ପାକିସ୍ତାନରେ ପେଟ୍ରୋଲ ମହଙ୍ଗା: ୧୬୦ ପାର

ମୁମ୍ବାଇ : କାଙ୍ଗାଳ ପାକିସ୍ତାନର ଇମ୍ରାନ ସରକାର ୧୨.୦୩ ପେଟ୍ରୋଲିୟମ ଦର ବୃଦ୍ଧି କରିଛି । ଅନ୍ୟପକ୍ଷରେ ପାକିସ୍ତାନ ଜନସାଧାରଣଙ୍କ ଉପରେ ଏବେ ବୋଝ ଉପରେ ନଳିତା ବିଡା ସଦୃଶ ପରି ହୋଇଛି । ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୨.୦୩ ଟଙ୍କା ଓ ହାଇ ସ୍ପିଡ ଡିଜେଲର ଲିଟର ପିଛା ୯.୫୩ ଟଙ୍କାକୁ ବୃଦ୍ଧି କରିଛି ।

ସେହିପରି ଡିଜେଲର ମୂଲ୍ୟ ଲିଟର ପିଛା ୯.୪୩ ଟଙ୍କା ବୃଦ୍ଧି ପାଇବା ସହ କିରୋସିନ ଲିଟର ପିଛା ୧୦.୦୮ ପଇସାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୫୯.୮୬ଟଙ୍କା ଏବଂ ହାଇ ସ୍ପିଡ ଡିଜେଲର ଲିଟର ୧୫୪.୧୫ ଟଙ୍କାରେ ପହଞ୍ôଚଛି ।