ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାର ସୁବିଧାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର By Shaksi News Last updated May 12, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାରର ଲାଭକୁ ସ୍ୱୀକାର କରିଛନ୍ତି । ଆହୁରି ପଢ଼ନ୍ତୁ... ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା… Mar 21, 2026 ୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ… Mar 21, 2026 ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର… Mar 21, 2026 ଦୁଇମାସରେ ୧୩୪୬ କୋଟିର ଗଞ୍ଜେଇ ଜବତ Mar 21, 2026 କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି: ‘ଚମତ୍କାର! ଏହିପରି ଉଦ୍ୟମରେ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉତ୍ତମ ଉପଯୋଗର ଲାଭ ରହିଛି’ । SR Continue Reading #National-International#shaksinewsPIB BhubaneswarPM Modi 0 Share