ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାର ସୁବିଧାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାରର ଲାଭକୁ ସ୍ୱୀକାର କରିଛନ୍ତି ।

କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ଚମତ୍କାର! ଏହିପରି ଉଦ୍ୟମରେ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉତ୍ତମ ଉପଯୋଗର ଲାଭ ରହିଛି’ ।

 

SR