ଅମିତଶାହାଙ୍କୁ ଭେଟିଲେ ପୁଷ୍କର ସିଂ ଧାମି

ରାଜ୍ୟ ପାଇଁ ୨୦ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି…

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ଓ ସହଯୋଗ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ସମୟ ମଧ୍ୟରେ ଜାତୀୟ ସମବାୟ ବିକାଶ ନିଗରମ ସିଏସଆଇଏସଏସି (କମ୍‌ ପୋନେଟ-୧)ରେ ଅନୁମତି ପ୍ରାପ୍ତ ଅନୁଦାନକୁ ହିମାଳୟ ଏବଂ ଉତର ପୂର୍ବ ରାଜ୍ୟ ପାଇଁ ୨୦ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।