ଦୁଗ୍ଧ କ୍ଷେତ୍ରରେ କରାଯାଇଥିବା ପ୍ରଗତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ By Shaksi News On Dec 1, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଗ୍ଧ କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରିଛନ୍ତି ଯେଉଁଠାରେ ୬୩ ବର୍ଷ ମଧ୍ୟରେ ୧୨୧ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦନ ତୁଳନାରେ ମାତ୍ର ୮ ବର୍ଷରେ ୮୩ ମେଟ୍ରିକ ଟନ୍ ବୃଦ୍ଧି ପାଇଛି । ଆହୁରି ପଢ଼ନ୍ତୁ... ଭଉଣୀ କଙ୍କାଳ ଧରି ବ୍ୟାଙ୍କ… May 5, 2026 ମହାନ ବିପ୍ଳବୀ ଧରଣୀଧର ନାଏକ… May 5, 2026 ମୁନି ଗୋଟିକେ ମତ ଗୋଟିଏ May 5, 2026 ଯାଜପୁର ଖାଦ୍ୟ ବିଷାକ୍ତ ମାମଲା:… May 5, 2026 କେନ୍ଦ୍ର ମନ୍ତ୍ରୀ ଶ୍ରୀ ପରଶୋତ୍ତମ ରୁପାଲାଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ଏହା ବିଶେଷ ଆନନ୍ଦଦାୟକ ଅଟେ । ଆମର ନାରୀ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଦୁଗ୍ଧ କ୍ଷେତ୍ର ମଧ୍ୟ ଏକ ଭଲ ଉପାୟ । ଆଗାମୀ ଦିନରେ ଦୁଗ୍ଧ କ୍ଷେତ୍ର ଆହୁରି ବୃଦ୍ଧି ହେଉ ।” Continue Reading #National-International#shaksinewsPM Modi 0 Share