ଆଜି ଗୋଆରେ ପ୍ରଧାନମନ୍ତ୍ରୀ କରିବେ ରାଲି By Shaksi News On Feb 10, 2022 0 ପାନାଜୀ : ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଗୋଆରେ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଆର ମାପୁସା ଠାରେ ଏକ ବିଶାଳ ସମାବେଶ କରିବା ନେଇ ରାଜ୍ୟ ବିଜେପି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଆହୁରି ପଢ଼ନ୍ତୁ... ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା… Mar 21, 2026 ୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ… Mar 21, 2026 ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର… Mar 21, 2026 ଦୁଇମାସରେ ୧୩୪୬ କୋଟିର ଗଞ୍ଜେଇ ଜବତ Mar 21, 2026 ଫେବୃଆରୀରେ ୧୪ରେ ଗୋଆରେ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ପଡିବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ। ସୂଚନା ଥାଉକି, ମାର୍ଚ୍ଚ ୨୦୧୭ରରେ ଭାରତୀୟ ଜନତା ପାର୍ଟି ୧୩ଟି ସିଟ୍ ହାତେଇଥିବା ବେଳେ କଂଗ୍ରେସ ୧୭ଟି ଜିତିଥିଲା। ଗୋଆରେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ବୋଡଗେଶ୍ୱର ମୈଦାନରେ ଅପରାହ୍ନ ୫ଟାରେ ଏକ ରାଲିକୁ ସମ୍ବୋଧିତ କରିବେ। ଏଥିପାଇଁ ମାପୁସାରେ ବିରାଟ ଆୟୋଜନ ହୋଇଛି। କୋରୋନା କଟକଣା ମଧ୍ୟରେ ଏହି ସବୁ ବ୍ୟବସ୍ଥା କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। Continue Reading bjp indiaindian politicspmnarendramodipmoPMO indiaPolitics 0 Share