ଭୁଲ୍‌ ଭୁଲେୟାଁ-୨ରେ ନଜର ଆସିବେ ବିଦ୍ୟା !

ମୁମ୍ବାଇ : ଚଳିତ ବର୍ଷ ଭୁଲ୍‌ ଭୁଲେୟାଁ-୨ ରିଲିଜ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ । ଏହି ଫିଲ୍ମକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଅନ୍ୟପକ୍ଷରେ କିନ୍ତୁ ବିଦ୍ୟା ବାଲାନଙ୍କ ଭୂମିକାକୁ ନେଇ ସନ୍ଦେହରେ ରହିଛି । ସେହିପରି ଭୁଲ୍‌ ଭୁଲେୟାଁ-୨କୁ ନେଇ ଆନିସ୍‌ ବାଜମି କହିଛନ୍ତି କି ଭୁଲ ଭୁଲେୟାଁରେ ମଞ୍ଜୁଲିକା ଚରିତ୍ର ସବୁଠୁ ଭଲ ଚରିତ୍ର । ତେଣୁ ଭୁଲ୍‌ ଭୁଲେୟାଁ-୨ରେ ଏହି ଚରିତ୍ର ରହିବା ନିହାତୀ ଜରୁରୀ