ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ସୀବିର ଅନୁଷ୍ଠିତ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସ୍ଥିତ ଚିଙ୍ଗୁଡିଖୋଲ ଭଜନ ମଣ୍ଡଳି ପକ୍ଷରୁ ଶ୍ରୀ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମଜୟନ୍ତି ଅବସରରେ ଏକ ରକ୍ତଦାନ ସିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ ବ୍ଳଡବ୍ୟାଙ୍କରୁ ଆସିଥିବା ଡାକ୍ତରମାନେ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ଏହି କାଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠର ଗଞ୍ଜାମ ଜିଲ୍ଲା ସଭାପତି ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିଲେ।

ଏହି କାଯ୍ୟକ୍ରରେ ବସନ୍ତ କୁମାର ମଲ୍ଲିକ,ରମେସ ପରମାଣିକ,ସୋନୁ ପାତ୍ର,ଦୀଲିପ ରାଉତ,ପ୍ରସାଦ ଡାକୁଆ,ଦିଲ୍ଲିପ ସୂାଇଁ,ସଂଗ୍ରାମ ସାହୁ,କାହ୍ନା ସାହୁ,ଦିତିକୃସ୍ନ ଦାସ,ରାହୁଲ ସୂାଇଁ,ବିଚିତ୍ର ରାଉତ,ଅମର ସୂାଇଁ,କମଳାକାନ୍ତ ମୁଦୁଲୀ, ଏବଂ ସଂଗଠନର ବହୁତ ବ୍ୟକ୍ତି ଉପସ୍ଥିତ ଥିଲେ।