ଗୋରୁ ମାଫିଆ ହରବିନ୍ଦର ସିଂ ଗିରଫ

କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ର ପୂର୍ବରୁ ଏକ ପିକ ଅପ ଗାଡି ରସାତ ଗୋଟି ଗୋରୁ ପେଟ୍ରୋଲ ଲିଙ୍ଗ ସମୟ ରେ ଧରା ପଡିଥିଲା,, ଗାଡି ଟିକୁ ଥାନାରେ ଅଟକ ରଖିଥିବା ବେଳେ କେନ୍ଦୁଝର ଆର ଟି ଓ ଗାଡି ର ମାଲିକ ହରବିନ୍ଦର ସିଂ ବୋଲି ଜଣା ପଡିବା ପରେ ତୁରୁମୁଙ୍ଗା ଥାନା ବାରମ୍ବାର ନୋଟିସ କରିଥିବା ବେଳେ ସେ ଉପସ୍ଥିତ ହୋଇ ନ ଥିଲେ, ସେ ହାଇକୋୖର୍ଟ ରେ ବେଲ ପାଇଁ ଆବେଦନ କରିଥିବା ବେଳେ ହାଇକୋୖର୍ଟ ତଳ କୋୖର୍ଟ ରେ ହାଜର ପାଇଁ ନିର୍ଦେଶ ଦେବା ସ୍ୱତେ ହାଜର ନହେବା ଫଳରେ ତୁରୁମୁଙ୍ଗା ପୋଲିସ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ପ୍ରତେକ୍ଷ ତତ୍ୱଆବ ଧାନ ରେ ଥାନା si ସୁଜାତା ମହାନ୍ତ ଓ ଥାନା asi ସହୀଦ ସଲିମ ହୁସେନ ଙ୍କ ସହିତ ଫୋର୍ସ ସହିତ ଯୋଶୀପୁର ବାସ ଭବନ ରେ ଚଢ଼ାଉ କରି ଗିରଫ କରି କେନ୍ଦୁଝର କୋୖର୍ଟ ଚାଲାଣ କରିଛନ୍ତି