୮ ତାରିଖରୁ ପୁଣି ବର୍ଷା ବଢିବା ସମ୍ଭାବନା By Shaksi News On Apr 4, 2023 0 ଭୁବନେଶ୍ୱର: ରାଜ୍ୟରେ କମିଲା ବର୍ଷା ଓ ବଢ଼ିଲା ତାପମାତ୍ରା । ଆସନ୍ତା ଦୁଇ ଦିନରେ ୨ରୁ ୪ ଡିଗ୍ରୀ ବଢ଼ିଯିବ ପାରଦ । ୮ ତାରିଖରୁ ପୁଣି ବର୍ଷା ବଢିବ ବୋଲି ଅନୁମାନ କରାଯାଉଛି । ଏନେଇ ୧୨ ଜିଲ୍ଲାରେ କାଳବୈଶାଖୀ ଆଲର୍ଟ କରିଛି ପାଣିପାଗ ବିଭାଗ । ଆହୁରି ପଢ଼ନ୍ତୁ... ନାବାଳିକାଙ୍କୁ ଦୁଷ୍କର୍ମ Sep 18, 2026 ରୋହିତଙ୍କ ରେକର୍ଡ ଭାଙ୍ଗି ଇତିହାସ… Sep 18, 2026 କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି… Sep 18, 2026 ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ… Sep 18, 2026 ଅନ୍ୟପଟେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ । ଅପରାହ୍ନ ବେଳକୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ । ରାଜ୍ୟର ତାପମାତ୍ରା ଏହି ସମୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । Continue Reading #shaksinewsOdisharainstatenews 0 Share