ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା ଓ ରାଷ୍ଟ୍ରୀୟ ଏସସି-ଏସଟି ହବ୍ କନକ୍ଲେଭ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ପି.ଏମ ବିଶ୍ଵକର୍ମା ଏବଂ ରାଷ୍ଟ୍ରୀୟ ଏସ.ସି ଏସ.ଟି ହବ୍ କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି କରୟାକରମରେ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଜିତନରାମ ମାଝୀ ।