ଟ୍ରକ-କାର ଧକ୍କା ୧ ମୃତ, ୨ ଗୁରୁତର By Shaksi News On Apr 6, 2023 0 କଟକ: ବିଡାନାସୀ ମଶାଣି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି । ଟ୍ରକଟି କାରକୁ ସାମ୍ନା ପଟୁ ପିଟିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଏନେଇ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଆହୁରି ପଢ଼ନ୍ତୁ... ମେଜର ସୋମନାଥ ଶର୍ମାଙ୍କ ଜନ୍ମତିଥି Jan 31, 2026 ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣା:… Jan 31, 2026 ଏବେ ନିର୍ବାଚନ ହେଲେ ଏନ୍ଡିଏ ପାଇବ… Jan 31, 2026 ଆମ ଜାଣତରେ ସତୀ ଅସତୀ ସତୀପ୍ରଥା Jan 31, 2026 ଢେଙ୍କାନାଳରୁ ଆସିଥିବା କାରରେ ଡ୍ରାଇଭର ସମେତ ୩ଜଣ ଯାତ୍ରା କରୁଥିଲେ । ବିଡାନାସୀ ମଶାଣି ଛକରେ ହଠାତ ଏକ ଟ୍ରକ ଆସି ସାମ୍ନା ପଟୁ କାରକୁ ଧକ୍କା ଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତ ଦେହ ଉଦ୍ଧାର କରି ୨ ଗୁରତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । Continue Reading #shaksinewsaccsident newscuttackCuttack newsOdisha 0 Share