ମେ’ ୧୩ ତାରିଖରୁ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ, ତାତିରେ ଜଳିବ ଓଡିଶା By Shaksi News On May 11, 2023 0 ଆହୁରି ପଢ଼ନ୍ତୁ... ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି… Jun 13, 2026 ଅନ୍ତର୍ଜାତୀୟ ରଜ ଉସ୍ତବ ପାଳନ… Jun 13, 2026 ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା… Jun 13, 2026 ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା… Jun 13, 2026 ଭୁବନେଶ୍ୱର: ସାରା ଓଡିଶାରେ ବଢିବାକୁ ଯାଉଛି ସୂର୍ଯ୍ୟଦେବଙ୍କ କୋପ । ମେ’ ୧୩ ତାରିଖରୁ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ପାଣିପାଗ । ୧୩ ତାରିଖରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ପରିସ୍ଥିତି । ଆସନ୍ତା ୧୩ ତାରିଖ ପରେ ପୁଣି ଥରେ ରାଜ୍ୟରେ ତାତି ବଢିବା ନେଇ ସୂଚନା ମିଳିଛି । ଏ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାତି ବଢିବା ଅନୁମାନ କରିବା ପରେ ସାରା ରାଜ୍ୟବାସୀ ଏବେ ଦ୍ୱିବିଧାରେ ପଡିଯାଇଛନ୍ତି । ଗୋଟିଏ ପଟେ ବାତ୍ୟାର ପ୍ରଭାବରେ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ପାଣିପାଗ ବିଭାଗର ତାପମାତ୍ରା ବୃଦ୍ଧି ଚେତାବନୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । Continue Reading #shaksinewsheat waveOdishaodisha wetherstatenewssummer 0 Share