ସ୍କୁଟି ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା। ୭ ଜଣ ଆହତ। ଆହତଙ୍କ ମଧ୍ୟରୁ ସ୍ୱାମୀ-ସ୍ତ୍ରୀ ଗୁରୁତର। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପଳାସପୁର-ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଲୁଣିଲାଠି ଗାଁ ନିକଟରେ।ସ୍କୁଟି ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା। ୭ ଜଣ ଆହତ। ଆହତଙ୍କ ମଧ୍ୟରୁ ସ୍ୱାମୀ-ସ୍ତ୍ରୀ ଗୁରୁତର। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପଳାସପୁର-ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଲୁଣିଲାଠି ଗାଁ ନିକଟରେ।