ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ By Shaksi News Last updated Apr 24, 2025 0 ପଞ୍ଚାୟତଗୁଡ଼ିକ ହେଉଛି ଶକ୍ତିଶାଳୀ, ସମୃଦ୍ଧ ଓ ବିକଶିତ ରାଜ୍ୟ ତଥା ଦେଶର ମେରୁଦଣ୍ଡ। ପଞ୍ଚାୟତ ହିଁ ତୃଣମୂଳ ସ୍ତରରେ ପ୍ରକୃତ ବିକାଶର ବାହକ। ସଶକ୍ତ ପଞ୍ଚାୟତ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ କରିବ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ। Continue Reading CM Mohan MajhiNPRD2025Odishaଜାତୀୟ ପଞ୍ଚାୟତିରାଜ ଦିବସ 0 Share