ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅଂଶୁଘାତର ସମ୍ଭାବନା By Shaksi News On Apr 11, 2022 0 ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରାରେ ଘରୁ ବାହାରିଲେ ଅଂଶୁଘାତ ହେବାର ସମ୍ଭାବନା ଅଧିକ ରହିଛି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ଘରୁ ବାହାରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଗଲେ ନିମ୍ନପ୍ରଦତ୍ତ ସତର୍କତା ନିଶ୍ଚୟ ଅବଲମ୍ୱନ କରନ୍ତୁ । Continue Reading #shaksinewsOdishastatenewswether 0 Share