୩ଟା ଯାଏଁ ଗୃହ ମୁଲତବୀ-Shaksi News

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଓ ଅନ୍ୟ ଦଳର ନେତା । ଏନେଇ ଗୃହରେ ୨ ମିନିଟ୍ ନିରବ ପ୍ରାର୍ଥନା ହୋଇଛି ।

ନିରବ ପ୍ରାର୍ଥନା ପରେ ଗୃହ ଅପରାହ୍ନ ୩ ଯାଏଁ ମୁଲତବୀ ହୋଇଛି । ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।