କେନ୍ଦୁଝର,(ସାକ୍ସୀ ନ୍ୟୁଜ୍) ଯୋଡ଼ା ବ୍ଳକ ଅଧୀନରେ ଥିବା ଜଲହରି ପଞ୍ଚାୟତ ରେ ଓ. ଏମ. ସି ଖଣ୍ଡବନ୍ଧ ରେ ଖଣ୍ଡବନ୍ଧ ମନ୍ଦିର ପରିସରରେ ରେ ହେଲା ପାଳିତହେଲା ଯୋଗ ଦିବସ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ରେ ଜଲହରି ପଞ୍ଚାୟତ ଖଣ୍ଡବନ୍ଦ ଗ୍ରାମରେ ଓ. ଏମ. ସି ତରଫରୁ ମନ୍ଦିର ପରିସରରେ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ ।
ଅନ୍ତର୍ଜାତୀୟ ଯୋଗ ଦିବସ ଆନୁକୂଲ୍ୟରେ ଉପଖଣ୍ଡ ଓ. ଏମ. ସି କର୍ମଚାରୀ ଓ ସୁରକ୍ଷା କର୍ମୀ ମାନଙ୍କ ମିଳିତ ଉଦ୍ୟାନ ରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ ଶହେ ରୁ ଉର୍ଦ୍ଧ ଜଣ ଅନ୍ତେବାସୀ ମାନଙ୍କୁ ଯୋଗ ଶିକ୍ଷା ଦେବା ସହ ଯୋଗ ଦ୍ୱାରା ମନୁଷ୍ୟର ଉପକାରିତା ଖଣ୍ଡବନ୍ଦ ଓ.ଏମ.ସି ଖଣି ପ୍ରବନ୍ଦକ ନିଶିକାନ୍ତ ସାମଲ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ସହକାରୀ ସୁରକ୍ଷା ଅଧିକାରୀ ହିମାଂଶୁ ଶେଖର ପଣ୍ଡା,ପର୍ଯ୍ୟବେକ୍ଷକ ଭଞ୍ଜ କିଶୋର ଦାସ,ସୁରକ୍ଷା କର୍ମୀ ମାନେ ଉପସ୍ଥିତ ଥିଲେ ଅକ୍ଷୟ କୁମାର ମହାରଣା, ସନାତନ ନାହାକ, ନାରାୟଣ ଖୁଣ୍ଟିଆ,ନିରଞ୍ଜନ ପ୍ରଧାନ, ଅଭିଜିତ ମଳିକ ଏକ ଘଣ୍ଟା ଧରି ଯୋଗାଭ୍ୟାସ କରା ଯାଇଥିଲା, ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ, ସାକ୍ସୀ ନ୍ୟୁଜ୍ ।