କୋଠରୀ ଭିତରୁ ଗୋଖର ସାପ ଉଦ୍ଧାର କଲା ବନବିଭାଗ

The forest department rescued the snake from the room…

କେନ୍ଦୁଝର,(ସାକ୍‌ସୀ ନ୍ୟୁଜ୍‌):  ଜିଲ୍ଲା ସାହାରପଡା ଫୋରେଷ୍ଟ ସେକ୍ସନ ଗୋରାଣ୍ଡିଯୋଡ଼ି ବିଟ ଅନ୍ତର୍ଗତ ତଣ୍ଡ ଗ୍ରାମର ଦେବାଶିଷ ମହାନ୍ତ ଙ୍କ ଘରକୁ ଏକ ଗୋଖୁର ସାପ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା l

ପରିବାର ଲୋକେ ଦେଖି ସାହାରପଡା ବନପାଳଙ୍କୁ ଖବର ଦେଇଥିଲେ ଖବର ପାଇ ବନ କର୍ମଚାରୀ ପହଞ୍ଚି ରୋଷେଇ ଘର କୋଠରୀ ରୁ ବିଷାକ୍ତ ସାପ ଟିକୁ ଉଦ୍ଧାର କରି ସାହାରପଡା ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି ।