କୂଅ ଭିତରେ ବୁଡି ନା ବାଳିକା ମୃତ୍ୟୁ

ଚମ୍ପୁଆ: କୂଅ ଭିତରେ ବୁଡି ନା ବାଳିକା ମୃତ୍ୟୁ। ଖେଳୁଥିବା ବେଳେ ଘର ପଛ ପଟେ ଥିବା ଏକ କୂଅରେ ପଡି ଜଣେ ୩ ବର୍ଷୀୟ ନା ବାଳିକା ମୃତ୍ୟୁ ବରଣ କରିଥିବା ଜଣାପଡିଛି।ମିଳିଥିବା ଖବର ଅନୁସାରେ ଚମ୍ପୁଆ ବ୍ଲକ ର ଟୁରେ ଟୁଣା ଗ୍ରାମର ପୂର୍ଣ ଚନ୍ଦ୍ର ନାଏକ ତାଙ୍କ ସ୍ତ୍ରୀ ବିଳକୁ କାମ କରିବାକୁ ଯାଇଥିବା ବେଳେ ଘର ଦାଦି ବୁଢ଼ୀ ମା ଙ୍କ ସହ ରହି ଯାଇଥିଲେ ୩ ବର୍ଷୀୟ ଝିଅ ତେବେ ଘରେ ଦାଦି ବୁଢ଼ୀ ମା କାର୍ଯ୍ୟ ଖଣ୍ଡ ଥିବା ବେଳେ ଖେଳୁ ଖେଳୁ ଘର ପଛ ପଟେ ବିଲ ରେ ଥିବା ଏକ କୂଅରେ ପଡିଯାଇ ଥିଲେ।ଝିଅ କୁ ଖୋଜା ଖୋଜି କରି ନ ପାଇ ଚମ୍ପୁଆ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।ଅଗ୍ନିଶମ ବିଭାଗ କୂଅ ରୁ ପାଣି ଶୁଖେଇବା ପରେ ଝିଅ ଟିର ମୃତ୍ୟୁ ଶରୀର ଉଦ୍ଧାର କରାଯାଇଛି।