ଗୋ ଚାଲାଣ ବେଳେ ମାଲ ବୁଝାଇ ଟ୍ରକ ସହ କଣ୍ଟେନର ଧକା

କେନ୍ଦୁଝର: ସୂଚନାମୁତାବକ ଆଜି ଭୋର ୩ଟା ସମୟରେ କେନ୍ଦୁଝର ଜିଲ୍ଳା ଶୁଆକାଠି ମନ୍ଦିର ଛକ ନିକଟରେ ଏକ ଗୋରୁ ବୁଝେଇ କଣ୍ଟେନର ତେଲକୋଇ ପଟୁଆସୁଥିବା ବେଳେ ଏକ ମାଲବୁହା ଟ୍ରକ ସହ ଧକ୍କା ହୋଇଥିଲା ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହେଇଯାଇଥିବା ବେଳେ କିଛି ଗୋରୁ ଖଣ୍ଡିଆ ଖବରା ହେବା ସହ ୧୦ରୁ ଅଧିକ ଗୋରୁ ମୃତୁ ବରଣକରିଛନ୍ତି l ଅବଶିଷ୍ଟ ବଲକା ବଳଦକୁ ଅନ୍ଧାର ର ସୁଜକ ନେଇ ମାନେ ଚମ୍ପଟ ମାରିଛନ୍ତି lକେନ୍ଦୁଝର ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।