ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ ପୋଖରୀ ନିକଟରେ ଆଜି ଭୋର ୪ ସମୟରେ ଏହି ଦୁର୍ଘଟଣା ଘଟିଛି
ସୂଚନା ଅନୁଯାୟୀ ଗତକାଲି କୁଦଙ୍ଗ ରୁ କରଞ୍ଜିଆ ଅଭିମୁଖେ ଯାଉଥିବା ସମୟରେ ଆସ ବୋଝେଇ ହାଇୱା ଗାଡ଼ି ଟି କୁଆପଶି ରାଇସିମିଲ ପୋଖରୀ ନିକଟରେ ବିଦ୍ୟୁତ୍ ଖୁଣ୍ଟ କୁ ଧକ୍କା ଦେବା ସହିତ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଗାଡ଼ି ଭିତରେ ଥିବା ଡ୍ରାଇଭ୍ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି I ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି