ଟିକେ ମୋ କଥା ଶୁଣ….

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ମଣିଷର ଅସୁବିଧା ଥିଲେ ସେ ଅଭିଯୋଗ କରିବାକୁ ଥାନାକୁ ଦୌଡ଼ିଥାଏ । ଥାନାରେ ତାର ବିଭିନ୍ନ ଅଭିଯୋଗ କରିବା ପରେ ପୁଲିସ ଅପରାଧୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ । କହିପାରୁ ନଥିବା ଓ ନିଜର ଦୁଃଖ ଜଣାଇପାରୁ ନଥିବା ଏକ କୁକୁର କିଭଳି ପୁଲିିସ ବାବୁକୁ ତାର ଦୁଃଖ ଜଣାଉଛନ୍ତି ଆସନ୍ତୁ ଦେଖିବା । ଭୁବନେଶ୍ୱର ମାଷ୍ଟର କ୍ୟାଟିଂନ ସ୍ଥିତ ରେଳଷ୍ଟେସନ ସମ୍ମଖରେ ସ୍ଥାନୀୟ ଆରକ୍ଷୀ ସହାୟତା କେନ୍ଦ୍ରର ଅଧିକାରୀ ଫୁଟ ପାଟ୍ରୋଲିଂ କରୁଥିବା ସମୟରେ ବୁଲା କୁକୁର ଟି ଆସି ତାଙ୍କ ପାଖରେ କିଛି ଅଭିଯୋଗ କରୁଛି!