ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂର ଦୋକାନ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂର କିଛିି ଦୋକାନକୁ ଆଜି ସିଲ୍ କରାଯାଇଛି । ଟଙ୍କା ବକେୟା ରଖିଥିବାରୁ ଦୋକାନ ସିଲ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ୩୧ଟି ଦୋକାନ ଏପର୍ଯ୍ୟନ୍ତ ବକେୟା ଅର୍ଥ ଦେଇନାହାନ୍ତି । ଟଙ୍କା ବକେୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩ଟି ଦୋକାନ ସିଲ୍ ହୋଇଥିବା ଜଣାପଡିଛି ।