୨୧ରେ ବାଚସ୍ପତି ନିର୍ବାଚନ By Shaksi News On Aug 31, 2023 ଭୁବନେଶ୍ୱର: ମନ୍ତ୍ରୀ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଖାଲିପଡ଼ିଥିଲା ବାଚସ୍ପତି ପଦ। କିଏ ବାଚସ୍ପତି ହେବ ଓ କେବେ ନିର୍ବାଚନ ହେବ ତାକୁ ନେଇ ଜାରି ରହିଥିଲା କଳ୍ପନାଜଳ୍ପନା । ଏଥିରେ ଆଜି ଅନ୍ତ ଘଟିଛି। ଆସନ୍ତା ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ ବୋଲି ସୂଚନା ମିଳିଛି। Continue Reading #Shaksi News#statenewselectionodisha news Share